ବାଲିମେଳ ଜଳଭଣ୍ଡାର ନୌକା ଆକ୍ରମଣ

ଉଇକିପିଡ଼ିଆ‌ରୁ
Balimela reservoir boat attack
Part of Naxalite-Maoist insurgency
ତିଥି 29 June 2008
ସ୍ଥାନ Balimela reservoir in Orissa (India)
Result Naxalite victory
ପକ୍ଷ
Communist Party of India (Maoist)  India (Greyhound commandos)
Strength
Unknown 64
କ୍ଷୟକ୍ଷତି
None 38 killed

  ବାଲିମେଳ ଜଳଭଣ୍ଡାର ନୌକା ଆକ୍ରମଣ , ଭାରତୀୟ ରାଜ୍ୟ ଓଡ଼ିଶାର ବାଲିମେଳାଠାରେ ଥିବା ଜଳଭଣ୍ଡାରରେ ଏକ ନୌକା  ରେ ୪ ଜଣ ନକ୍ସଲ ସୁରକ୍ଷ୍ୟା ବାହିନୀର ପୋଲିସ ଓ ୬୦ ଜଣ ଜିଆରଇ।-ହାଉଣ୍ଡ କମାଣ୍ଡୋ ଯାତ୍ରା କରୁଥିବା ସମୟରେ ନକ୍ସଲ ମାନକ ଆକ୍ରମଣରେ ନୌକା ଡୁବି ଯିବା ଫଳରେ ୩୮ ଜଣ ଯବାନଙ୍କ ପ୍ରାଣହାନୀ ହେଇଥିଲା । ଏହି ଘଟଣାରୁ ୨୬ ଜଣ ବାରଟି ଯାଇଥିଲେ । .[୧][୨]

ଆଧାର [ସମ୍ପାଦନା]

  1. MHA spokesperson on Wednesday's Naxal incident in Orissa, The Cheers news agency, 17 July 2008
  2. Naxal movement entering mobile warfare phase Archived 2020-10-20 at the Wayback Machine., Merinews, 3 July 2008