ବାମନ କୁମାର
ଦେଖଣା
| କ୍ରିକେଟ ତଥ୍ୟ | ||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ବ୍ୟାଟିଂ ପ୍ରକାର | Right-hand bat | |||||||||||||||||||||||||||||||||||||||
| ବୋଲିଂ ପ୍ରକାର | Legbreak googly | |||||||||||||||||||||||||||||||||||||||
| ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
| National side | ||||||||||||||||||||||||||||||||||||||||
| Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: [୧] | ||||||||||||||||||||||||||||||||||||||||
ବାମନ ବିଶ୍ୱନାଥ କୁମାର
pronunciation (help·info), VVKumarନାମରେ ପରିଚିତ ଥିଲେ ଓ ସେ ଜଣେ ପୂର୍ବତନ ଭାରତୀୟ ଟେଷ୍ଟ କ୍ରିକେଟ ଖେଳାଳି । ସେ 1961 ମସିହାରେ 2ଟି ଟେଷ୍ଟ ଖେଳିଥିଲେ । ବ୍ରାହ୍ମଣ ଆଇୟାର ପରିବାରରୁ ଆସିଥିବା କୁମାର ତାଙ୍କର ପ୍ରଥମ ଟେଷ୍ଟରେ ପାକିସ୍ତାନ ବିରୁଦ୍ଧରେ ପ୍ରଥମ ଇନିଂସରେ 5ଟି ୱିକେଟ ନେଇଥିଲେ । .[୧]
ପୁନଶ୍ଚ ଦେଖଣା
[ସମ୍ପାଦନା]- List of India Test cricketers who have taken five wickets on debut
ଆଧାର
[ସମ୍ପାଦନା]- ↑ "5th Test: India v Pakistan at Delhi, Feb 8-13, 1961". espncricinfo. Retrieved 2011-12-18.