Jump to content

ବାଇଚଢେଇ

ଉଇକିପିଡ଼ିଆ‌ରୁ

ବାଇଚଢେଇ
Male Southern Masked Weaver (Ploceus velatus)
Scientific classification
Kingdom:
Phylum:
Class:
Order:
Suborder:
Family:
Ploceidae

Sundevall, ୧୮୩୬

ବାଇ ଚଢ଼େଇ ପ୍ୟାସାରାଇନ ପକ୍ଷୀସମୁଦାୟର ଶ୍ରେଣୀରେ ଆସୁଥିବା ଏକ ପ୍ରକାର ଚଢ଼େଇ, ଯାହାର ଅକାର ଛୋଟ ହୋଇଥାଏ । ଏହି ଚଢ଼େଇ ତା'ର ସୁନ୍ଦର ବସା ତିଆରି କରିବା ଶୈଳୀ ପାଇଁ ଅଧିକ ପରିଚିତ ।