Jump to content

ବଶହର ରାଜ୍ୟ

ଉଇକିପିଡ଼ିଆ‌ରୁ
ବଶହର ରାଜ୍ୟ
Princely State of British India
1412–1948
Location of Bashahr
Location of Bashahr
1911 map of Bashahr State
History
  Established 1412
  Independence of India 1948
Area
  1941 ୮,୯୦୭ km2 (୩,୪୩୯ sq mi)
Population
  1941 ୧,୧୫,୦୦୦ 
Density ୧୨.୯ /km2  (୩୩.୪ /sq mi)
 This article incorporates text from a publication now in the public domain: Chisholm, Hugh, ed. (1911). "Bashahr". Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)

ବଶହର , ଯାହାକୁ ବସାହିର ବା ବୁଷାହୀର ମଧ୍ୟ କୁହା ଯାଉଥିଲା , ଏକ ବ୍ରିଟିଶ ଶାସନ ସମୟର ରାଜକୀୟ ରାଜ୍ୟ । ଏହା ପଶ୍ଚିମ ହିମାଳୟ ତଥା ପଞ୍ଜାବର ଉତ୍ତରାଞ୍ଚଳରେ ଥିଲା । 

ସ୍ୱାଧୀନତା ପରେ ଏହି ଅଞ୍ଚଳ ହିମାଚଳ ପ୍ରଦେଶର କିନ୍ନୌର ଓ ଶିମଳା ଅଚଳ ସହ ରହିଛି ଓ ସତଲେଜ ନଦୀ ଏହି ଅଞ୍ଚଳ ଦେଇ ପ୍ରବାହିତ । ଏହାର ଆୟତନ 8,907 ବର୍ଗ କିଲୋମିଟର । 

ଇତିହାସ 

[ସମ୍ପାଦନା]

1803 ମସିହାରୁ 1815 ମସିହା ଯାଏ ବଶହର ରାଜ୍ୟ କେନ୍ଦ୍ର ନେପାଲରୁ ଆସିଥିବା ଗୋର୍ଖା ରାଜାଙ୍କ ଅଧୀନରେ ଥିଲା । 1808 ମସିହାରେ ପଞ୍ଜାବର ଶିଖ ରାଜା ସେମାନଙ୍କୁ ସତଲେଜ ନଦୀର ପୂର୍ବ ଦିଗକୁ ତଡ଼ି ଦେଇଥିଲେ । ନେପାଲ ଓ ଇଂରେଜମାନଙ୍କ ମଧ୍ୟରେ ନେପାଲ ସୀମାବର୍ତୀ ରାଜ୍ୟ ଗୁଡିକୁ ଅଧିକାର ନେଇ ବିବାଦର ସୂତ୍ରପାତ ହେଇ 1915-16 ମସିହାର ଆଙ୍ଗ୍ଲୋ -ନେପାଲ ଯୁଦ୍ଧ ବା ଗୋର୍ଖା ଯୁଦ୍ଧ ହେଇଥିଲା ।ଉଭୟ ପକ୍ଷୀ ମଧ୍ୟରେ "ସୁଗାଉଳି ଚୁକ୍ତି " ହେଲା ପରେ ଗୁରଖାମାନେ ବଶହର ରାଜ୍ୟର ରାଜଧାନୀ କାମରୁରୁ ପ୍ରତ୍ୟାହରୁତ ହେଇଥିଲେ । 

1898 ମସିହାରେ ବଶହର ରାଜ୍ୟକୁ ବ୍ରିଟିଶମାନେ ନିଜ ଅଧୀନକୁ ନେଇ ରାଜାଙ୍କୁ ନାମମାତ୍ର କ୍ଷ୍ୟମତା ଦେଇ ନିଜ ଅଧୀନରେ ରଖିଲେ । ସେତେବେଳେ ଏହା ସିମଳା ପାର୍ବତ୍ୟ ରାଜ୍ୟ ସମୂହ ମଧ୍ୟରେ ସର୍ବ ବୃହତ ଆୟତନର ଥିଲା । 

Tବଶହରର ଶାସକମାନେ ନିଜକୁ " ରାଣା " ବୋଲାଉଥିଲେ , ମାତ୍ର ନେପାଲ ଯୁଦ୍ଧ ପରେ ତାଙ୍କୁ ରାଜା କୁହାଗଲା ।[]

ପୁନଶ୍ଚ ପଠନ 

[ସମ୍ପାଦନା]

ଆଧାର 

[ସମ୍ପାଦନା]

ବାହାର ଲିଙ୍କ 

[ସମ୍ପାଦନା]