ବନାସ ବା ବାଣୀ ନଦୀ
Banas River (Bani) | |
Chris, Banas | |
ଦେଶ | India |
---|---|
ରାଜ୍ୟ | Rajasthan, Uttar Pradesh |
Cities | Kumbhalgarh in Rajsamand district, Mewar, Chambal near the village of Rameshwar in Sawai Madhopur |
Source | aravalli ranges |
- location | Kumbhalgarh, Rajsamand district, Rajasthan, India |
- coordinates | 25°09′09″N 73°35′10″E / 25.15250°N 73.58611°E |
Mouth | Chambal-Banas sangam confluence |
- location | near the village of Rameshwar, Sawai Madhopur, Rajasthan, India |
- coordinates | 25°54′39″N 76°44′04″E / 25.91083°N 76.73444°E |
- Banas, which redirects here, may also refer to the West Banas River.
ବନାସ ବା ବାଣୀ ନଦୀ,ଭାରତୀୟ ରାଜ୍ୟ ରାଜସ୍ଥାର ଏକ ନଦୀ । ଏହା ଚମ୍ବଲ ନଦୀର ଏକ ଶାଖା ନଦୀ ଓ ଏହା ଯମୁନା ନଦୀ ସହ ମିଳିତ ହୁଏ । ଏହି ନଦୀର ଦୈର୍ଘ୍ୟ 512 କିଲୋମିଟର । .[୧]
ବନାସ ନଦୀ ରାଆବାଳୀ ପର୍ବତ ମାଲାର କ୍ଷମାଣର ପର୍ବତରୁ ରାଜସମନ୍ଦ ଜିଲ୍ଲାର କୁମ୍ଭାଲଗଡ ନିକଟରୁ ଉପତ୍ତି ହେଇ ରାଜସ୍ଥାନର ମେବାର ଅଞ୍ଚଳରେ ପ୍ରବାହିତ ହେଇ ସୱାଇ ମାଧୋପୁର ଜିଲ୍ଲାର ରାମେଶ୍ୱର ଗ୍ରାମ ନିକଟରେ ଚମ୍ବଲ ସହ ମିଳିତ ହୁଏ । ଏହି ନଦୀ କୁଳରେ ନାଥବାରା , ଜାହାଜପୁର ଓ ତାଙ୍କ ସହର ଅବସ୍ଥିତ । ଏହାର ମୁଖ୍ୟ ଉପନଦୀଗୁଡ଼ିକ ମେନଳୀ , କୋଠରି , ଖାରି ,ଦାଇ, ଢିଲ ,ସୋହଦାରା ମୋଡ଼େଲ ଓ କାଲିସିଲ । [୨]
ବନାସ ନଦୀ 45,833 ବର୍ଗ କିଲୋମିଟର ଅଞ୍ଚଳରୁ ଜଳଗ୍ରହଣ କରିଥାଏ । ଏହା ଏକ ଖରସ୍ରୋତା ନଦୀ ଓ ବର୍ଷା କାଳରେ ପ୍ରଚୁର ଜଳ ଆସିବା ସହ ଅନନ୍ୟ ସମୟରେ ଶୁଷ୍କ ହେଇଥାଏ । କିନ୍ତୁ ଏହାର ଜଳ ସଂଗ୍ରହ କରି ଜଳାଶୟ ମାଧ୍ୟମରେ ଜଳସେଚନ କାର୍ଯ୍ୟରେ ଲଗାଯାଇଥାଏ ।[୩] 2009 ମସିହାରେ ବିସଲାପୁର-ଜଯପୁର ପ୍ରକଳ୍ପ ସମାପ୍ତ ହେଲା ପରେ ଜଯପୁର ସହର[୪]କୁ ଏହି ବନ୍ଧରୁ ପାନୀଯ ଜଳ ଯୋଗାଣ ହେଇପାରିଛି । ଏହି ନଦୀ ଉଦୟଔର ଆଜମେର ଭିବାରା ବୁନ୍ଦି ଚିତ୍ତୋର୍ଗଦ ଅଞ୍ଚଳକୁ ମଧ୍ୟ ଜଳ ଯୋଗାଇ ଥାଏ । [୫] ଏହି ନଦୀ ତଟରେ ଥାଲା କି ମାତା ନାମକ ମନ୍ଦିର ଟୋଙ୍କ ଜିଲ୍ଲାରେ ଅବସ୍ଥିତ ।
ପୁନଶ୍ଚ ଦେଖଣା
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Rivers - Banas Basin". Department of Water Resources, Government of Rajasthan. Archived from the original on 25 March 2013. Retrieved 7 April 2013.
- ↑ Jain, S. Sharad Kumar (2007). Hydrology and water resources of India. The Netherlands: Springer. pp. 352, 353.
- ↑ "Banas river water flows into Jaipur". The Hindu. March 4, 2009. Archived from the original on 4 March 2014. Retrieved 7 April 2013.
- ↑ "Banas river water flows into Jaipur". The Hindu. March 4, 2009. Archived from the original on 4 March 2014. Retrieved 7 April 2013.
- ↑ "Banas Basin". Department of Water Resources, Government of Rajasthan. Archived from the original on 19 April 2013. Retrieved 7 April 2013.
ବାହାର ଲିଙ୍କ
[ସମ୍ପାଦନା]ଛାଞ୍ଚ:Hydrography of Rajasthan ଛାଞ୍ଚ:Hydrography of Madhya Pradesh ଛାଞ୍ଚ:Hydrography of Uttar Pradesh ଛାଞ୍ଚ:Waters of South Asia