ବନାସ ବା ବାଣୀ ନଦୀ

Coordinates: 25°54′39″N 76°44′04″E / 25.91083°N 76.73444°E / 25.91083; 76.73444
ଉଇକିପିଡ଼ିଆ‌ରୁ
Banas River (Bani)
Chris, Banas
ଦେଶ India
ରାଜ୍ୟ Rajasthan, Uttar Pradesh
Cities Kumbhalgarh in Rajsamand district, Mewar, Chambal near the village of Rameshwar in Sawai Madhopur
Source aravalli ranges
 - location Kumbhalgarh, Rajsamand district, Rajasthan, India
 - coordinates 25°09′09″N 73°35′10″E / 25.15250°N 73.58611°E / 25.15250; 73.58611
Mouth Chambal-Banas sangam confluence
 - location near the village of Rameshwar, Sawai Madhopur, Rajasthan, India
 - coordinates 25°54′39″N 76°44′04″E / 25.91083°N 76.73444°E / 25.91083; 76.73444
Banas River near Kota, Rajasthan
Banas, which redirects here, may also refer to the West Banas River.

ବନାସ ବା ବାଣୀ ନଦୀ,ଭାରତୀୟ ରାଜ୍ୟ ରାଜସ୍ଥାର ଏକ ନଦୀ । ଏହା ଚମ୍ବଲ ନଦୀର ଏକ ଶାଖା ନଦୀ ଓ ଏହା ଯମୁନା ନଦୀ ସହ ମିଳିତ ହୁଏ । ଏହି ନଦୀର ଦୈର୍ଘ୍ୟ 512 କିଲୋମିଟର । .[୧]

ବନାସ ନଦୀ ରାଆବାଳୀ ପର୍ବତ ମାଲାର କ୍ଷମାଣର ପର୍ବତରୁ ରାଜସମନ୍ଦ ଜିଲ୍ଲାର  କୁମ୍ଭାଲଗଡ ନିକଟରୁ ଉପତ୍ତି ହେଇ  ରାଜସ୍ଥାନର ମେବାର ଅଞ୍ଚଳରେ ପ୍ରବାହିତ ହେଇ ସୱାଇ ମାଧୋପୁର ଜିଲ୍ଲାର ରାମେଶ୍ୱର ଗ୍ରାମ ନିକଟରେ ଚମ୍ବଲ ସହ ମିଳିତ ହୁଏ । ଏହି ନଦୀ କୁଳରେ ନାଥବାରା , ଜାହାଜପୁର ଓ ତାଙ୍କ ସହର ଅବସ୍ଥିତ । ଏହାର ମୁଖ୍ୟ ଉପନଦୀଗୁଡ଼ିକ ମେନଳୀ , କୋଠରି , ଖାରି ,ଦାଇ, ଢିଲ ,ସୋହଦାରା ମୋଡ଼େଲ ଓ କାଲିସିଲ । [୨]

ବନାସ ନଦୀ 45,833 ବର୍ଗ କିଲୋମିଟର ଅଞ୍ଚଳରୁ ଜଳଗ୍ରହଣ କରିଥାଏ । ଏହା ଏକ ଖରସ୍ରୋତା ନଦୀ ଓ ବର୍ଷା କାଳରେ ପ୍ରଚୁର ଜଳ ଆସିବା ସହ ଅନନ୍ୟ ସମୟରେ ଶୁଷ୍କ ହେଇଥାଏ । କିନ୍ତୁ ଏହାର ଜଳ ସଂଗ୍ରହ କରି ଜଳାଶୟ ମାଧ୍ୟମରେ ଜଳସେଚନ କାର୍ଯ୍ୟରେ ଲଗାଯାଇଥାଏ ।[୩] 2009 ମସିହାରେ ବିସଲାପୁର-ଜଯପୁର ପ୍ରକଳ୍ପ ସମାପ୍ତ ହେଲା ପରେ ଜଯପୁର ସହର[୪]କୁ ଏହି ବନ୍ଧରୁ ପାନୀଯ ଜଳ ଯୋଗାଣ ହେଇପାରିଛି । ଏହି ନଦୀ ଉଦୟଔର ଆଜମେର ଭିବାରା ବୁନ୍ଦି ଚିତ୍ତୋର୍ଗଦ ଅଞ୍ଚଳକୁ ମଧ୍ୟ ଜଳ ଯୋଗାଇ ଥାଏ । [୫] ଏହି ନଦୀ ତଟରେ ଥାଲା କି ମାତା ନାମକ ମନ୍ଦିର ଟୋଙ୍କ ଜିଲ୍ଲାରେ ଅବସ୍ଥିତ । 

ପୁନଶ୍ଚ ଦେଖଣା [ସମ୍ପାଦନା]

ଆଧାର [ସମ୍ପାଦନା]

  1. "Rivers - Banas Basin". Department of Water Resources, Government of Rajasthan. Archived from the original on 25 March 2013. Retrieved 7 April 2013.
  2. Jain, S. Sharad Kumar (2007). Hydrology and water resources of India. The Netherlands: Springer. pp. 352, 353.
  3. "Banas river water flows into Jaipur". The Hindu. March 4, 2009. Archived from the original on 4 March 2014. Retrieved 7 April 2013.
  4. "Banas river water flows into Jaipur". The Hindu. March 4, 2009. Archived from the original on 4 March 2014. Retrieved 7 April 2013.
  5. "Banas Basin". Department of Water Resources, Government of Rajasthan. Archived from the original on 19 April 2013. Retrieved 7 April 2013.

ବାହାର ଲିଙ୍କ [ସମ୍ପାଦନା]

ଛାଞ୍ଚ:Hydrography of Rajasthan ଛାଞ୍ଚ:Hydrography of Madhya Pradesh ଛାଞ୍ଚ:Hydrography of Uttar Pradesh ଛାଞ୍ଚ:Waters of South Asia


ଛାଞ୍ଚ:India-river-stub