ବଙ୍ଗଳାଦେଶ ମୁକ୍ତିଯୁଦ୍ଧ

ଉଇକିପିଡ଼ିଆ‌ରୁ

ବଙ୍ଗଳାଦେଶ ମୁକ୍ତିଯୁଦ୍ଧ (ବଙ୍ଗଳା: মুক্তিযুদ্ধ ), ପୁର୍ବ ଓ ପଶ୍ଚିମ ପାକିସ୍ତାନ ମଧ୍ୟରେ ହେଇଥିବା ଏକ ଯୁଦ୍ଧ, ଯାହା ପରେ ବଙ୍ଗଳାଦେଶ ଏକ ସ୍ୱତନ୍ତ୍ର ରାଷ୍ଟ୍ର ଭାବେ ଗଠନ ହେଇଥିଲା। ଏହି ଯୁଦ୍ଧଟି ୨୫ ମାର୍ଚ୍ଚ ୧୯୭୧ରେ ଆରମ୍ଭ ହେଇଥିଲା, ଯେବେ ପଶ୍ଚିମ ପାକିସ୍ତାନର ସେନା ଅପରେସନ ସର୍ଚ୍ଚଲାଇଟ ଜରିଆରେ ପୁର୍ବ ପାକିସ୍ତାନର ଜନତାଙ୍କ ଉପରେ ଆକ୍ରମଣ କରିଥିଲା।

ସାଧାରଣ ଜନତା ଓ ବଙ୍ଗାଳି ସେନାଦ୍ୱାରା ଗଠିତ ମୁକ୍ତି ବାହିନୀ ବଙ୍ଗଳାଦେଶର ସ୍ୱାଧୀନତା ସଂଗ୍ରାମର ମୂଳ ଦୁଆ ଚିତାଗଙ୍ଗଠାରୁ ଆରମ୍ଭ କରିଥିଲା। ପୂର୍ବ ବଙ୍ଗ ରେଜିମେଣ୍ଟ ଓ ପୂର୍ବ ପାକିସ୍ତାନ ରାଇଫଲ୍ସ ଏହି ଯୁଦ୍ଧରେ ମୁଖ୍ୟ ଭୂମିକା ତୁଲାଇଥିଲେ। ଜେନେରାଲ ଓସ୍ମାନିଙ୍କ ନେତୃତ୍ୱରେ ବଙ୍ଗଳାଦେଶ ସେନା ପାକିସ୍ତାନ ସେନା ବିପକ୍ଷରେ ଗୋରିଲା ଯୁଦ୍ଧ ଆରମ୍ଭ କରିଥିଲା।     [୧]

୩ ଡିସେମ୍ବର ୧୯୭୧ ମସିହାରେ ପାକିସ୍ତାନ ଭାରତୀୟ ବାୟୁସେନାର ବିମାନ ବନ୍ଦରରେ ଆକାଶ ମାର୍ଗରୁ ବୋମା ମାଡ ଆରମ୍ଭ କରିଥିଲା। ବଙ୍ଗଳାଦେଶ ଓ ଭାରତର ମିଳିତ ଆକ୍ରମଣ ଯୋଗୁ ୧୬ ଡିସେମ୍ବର ୧୯୭୧ ମସିହାରେ ପାକିସ୍ତାନ ଆତ୍ମସମର୍ପଣ କରିଥିଲା।

ପୃଷ୍ଠଭୂମୀ[ସମ୍ପାଦନା]

୧୯୦୯ ମସିହାର ବ୍ରିଟିଷ ନକଷା, ନକଷାରେ ସବୁଜ ରଙ୍ଗରେ ମୁସଲମାନ ବହୁଳ ଯାଗା ଦର୍ଶା ୟାଇଛି।

Footnotes[ସମ୍ପାଦନା]