ବକ୍ସିଙ୍ଗ-ଗ୍ରୀଷ୍ମ ଅଲମ୍ପିକ ୨୦୧୬
ଦେଖଣା
Boxing at the Games of the XXXI Olympiad | |
---|---|
Venue | Riocentro – Pavilion 6 |
Dates | 6–21 August |
Competitors | 286 (250 men, 36 women) |
୨୦୧୬ ଗ୍ରୀଷ୍ମ ଅଲମ୍ପିକ ବକ୍ସିଙ୍ଗ ପ୍ରତିଯୋଗିତା କାର୍ଯ୍ୟକ୍ରମ ୬ରୁ ୨୧ ଅଗଷ୍ଟ ୨୦୧୬ ରିଓ ଡ଼ି ଜେନେରିଓର ରିଓସେନ୍ଟ୍ରୋ ପଭିଲିଅନ ୬ରେ ଆୟୋଜିତ ହେବ ।[୧]
ପ୍ରତିଯୋଗିତା ପ୍ରାରୂପ(ଫରମେଟ)
[ସମ୍ପାଦନା]ମାର୍ଚ୍ଚ ୨୩, ୨୦୧୩ରେ ଆମେଟିଅର ଇନଣ୍ଟନେଶନାଲ ଆସୋସିଅସନ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ହୋଇଥିଲା । ହେଡ଼ଗେଅରକୁ ବାହାର କରାଯାଇ "୧୦-ଅଙ୍କ ଜରୁରୀ" ଗଣନା ପ୍ରଣାଳୀର ସ୍ୱୀକୃତି ଦିଆଯାଇଥିଲା ଯାହାକି ଆମେଟିଅର ଓ ପ୍ରୋ ଫରମେଟ ମଧ୍ୟରେ ଥିବା ଭେଦକୁ ସ୍ୱଷ୍ଟ କରୁଛି । [୨][୩] ୨୦୧୨ର ଫରମେଟ ଭଳି, ପୁରୁଷମାନେ ନିମ୍ନଲିଖିତ ପ୍ରତିଯୋଗିତା ପ୍ରସଙ୍ଗ ଗୁଡ଼ିକରେ ଭାଗନେବା ଯୋଗ୍ୟ:
- ଛାଞ୍ଚ:AIBAClass
- ଛାଞ୍ଚ:AIBAClass
- ଛାଞ୍ଚ:AIBAClass
- ଛାଞ୍ଚ:AIBAClass
- ଛାଞ୍ଚ:AIBAClass
- ଛାଞ୍ଚ:AIBAClass
- ଛାଞ୍ଚ:AIBAClass
- ଛାଞ୍ଚ:AIBAClass
- ଛାଞ୍ଚ:AIBAClass
- ଛାଞ୍ଚ:AIBAClass
ମହିଳାମାନେ ନିମ୍ନଲିଖିତ ପ୍ରତିଯୋଗିତା ଗୁଡ଼ିକରେ ଭାଗନେବାର ଯୋଗ୍ୟ:
ପାତ୍ରତା ମାନଦଣ୍ତ
[ସମ୍ପାଦନା]ପ୍ରତ୍ୟେକ ରାଷ୍ଟ୍ରିୟ ଅଲମ୍ପିକ ସମିତି ଗୋଟିଏ ଏଥଲୀଟ ପାଇଁ ଗୋଟିଏ ଘଟଣା/ପ୍ରସଙ୍ଗରେ ପ୍ରବେଶ କରିବା ଅନୁମତି ଦିଆଯାଇଥାଏ । ୬ ଜାଗା (୫ ପୁରୁଷ ଓ ୧ ମହିଳା) ଆତିଥେୟ ଦେଶ ସକାଶେ ଅଲଗା ରଖାଯାଇଥାଏ । [୪]
ପଦକ ତାଲିକା
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Rio 2016: Boxing". Rio 2016. Retrieved 31 January 2015.
- ↑ "Changes of rules move Olympic Boxing closer to its professional counterpart and split opinions". Rio 2016. 1 November 2013. Archived from the original on 16 December 2015. Retrieved 30 January 2015.
- ↑ "Olympic boxing drops head guards". ESPN. 23 March 2013. Retrieved 30 January 2015.
- ↑ "Rio 2016 – AIBA Boxing Qualification System" (PDF). AIBA. Retrieved 1 February 2015.