ଫୋର୍ଟ ୱିଲିୟମ, କଲିକତା
ଦେଖଣା
| Fort William | |
|---|---|
| Kolkata, West Bengal, India | |
Fort William, a view from the inside, c. 1828 | |
| Coordinates | 22°33′28″N 88°20′17″E / 22.5577°N 88.3380°E |
| Type | Fortress, garrisoned and armoured Army Headquarters. |
| Site information | |
| Controlled by |
|
| Site history | |
| Built | 1696–1702 |
| In use | 1781–present |
| Battles/wars | Battle of Plassey (1757) |
| Garrison information | |
| Garrison | Eastern Command |
ଫୋର୍ଟ ୱିଲିୟମ ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର କଲିକତାସ୍ଥିତ ଏକ ଦୁର୍ଗ । ଏହା ହୁଗୁଳି ନଦୀର ପର୍ବ ତଟ ଅଞ୍ଚଳରେ ଅବସ୍ଥିତ । ଏହାକୁ ବ୍ରିଟିଶମାନେ ନିର୍ମାଣ କରି ଇଂଲଣ୍ଡର ରାଜା ୱିଲିୟମ ୩ଙ୍କ ସମ୍ମାନାର୍ଥେ ନାମକରଣ କରିଥିଲେ । ଏହା ସାମ୍ନାରେ କଲିକତାର ବୃହତ୍ତମ ପଡ଼ିଆ "ମଇଦାନ" ଅବସ୍ଥିତ । ଆଜି ଦୁର୍ଗ ହେଉଛି ଭାରତୀୟ ସେନାର ଇଷ୍ଟର୍ନ କମାଣ୍ଡର ମୁଖ୍ୟାଳୟ |