ଫୁଟବଲ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଫୁଟବଲ ବିଶ୍ଵର ଅନ୍ୟ ଏକ ଲୋକପ୍ରିୟ ଖେଳ ।ଏହି ଖେଳରେ ଏକ ଗୋଲାକାର ବଲକୁ ପାଦରେ ଗୋଇଠା ମାରି ଖେଳଯାଏ ।ଏହି ଖେଳର ସମୟସୀମା ୯୦ ମିନିଟ ।ଏହା ଦୁଇ ଦଳ ମଧ୍ୟରେ ଖେଳଯାଏ । ପ୍ରତି ଦଳରେ ଖେଳାଳିଙ୍କ ସଂଖ୍ୟା ୧୧। ଏଠି ସହ ୩ଟି ବଦଳ ଖେଳାଳିଙ୍କୁ ମଧ୍ୟ ସୁଯୋଗ ଦିଆଯାଏ। ବଲ୍କୁ କେବଳ ଗୋଡରେ ମାରି ଖେଳିହେବ, ଗୋଲକିପର ଛଡା ଅନ୍ୟ କୌଣସି ଖେଳାଳି ହାତରେ ଛୁଇଣିଲେ ହାଣ୍ଡବଲ ଦୋଷ ହୁଏ।

ଫୁଟବଲ ବିଶ୍ଵକପ[ସମ୍ପାଦନା]

ଏହାର ଅନ୍ୟନାମ ଫିଫା ବିଶ୍ଵକପ।ଏହା ପ୍ରତି 4 ବର୍ଷରେ ଥରେ ଆୟୋଜିତ ହୁଏ।ବର୍ତମାନର ଫିଫା ବିଶ୍ଵ ବିଜେତା ହେଲା ଜର୍ମାନୀ। ଜର୍ମାନୀ ଏହାର ଚତୁର୍ଥ ବିଶ୍ଵକପ 2014ରେ ବ୍ରାଜିଲରେ ଜିତିଥିଲା।