ଫିରୋଜ ପାଳିଆ
ଦେଖଣା
କ୍ରିକେଟ ତଥ୍ୟ | ||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ବ୍ୟାଟିଂ ପ୍ରକାର | Left-hand bat | |||||||||||||||||||||||||||||||||||||||
ବୋଲିଂ ପ୍ରକାର | Slow left arm orthodox | |||||||||||||||||||||||||||||||||||||||
ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
National side | ||||||||||||||||||||||||||||||||||||||||
Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: [୧] |
ଫିରୋଜ ଏଡୁଲଜୀ ପାଳିଆ pronunciation (help·info) (ଜନ୍ମ 5 ସେପ୍ଟେମ୍ବର 1905 - 9 ସେପ୍ଟେମ୍ବର 1981 ) ଜଣେ ପୁରାତନ ଭାରତୀୟ କ୍ରିକେଟର ।
ଭାରତ ଖେଳିଥିବା ସର୍ବ ପ୍ରଥମ ଟେଷ୍ଟ ମେଚରେ ଫିରୋଜ ଲର୍ଡ ପଡିଆରେ ଖେଳିଥିଲେ । ସେ ଫିଲଡିଙ୍ଗ କଳା ବେଳେ ଆହତ ହେଇଥିଲେ । କିନ୍ତୁ ତାହା ସତ୍ତ୍ୱେ ସେ ଶେଷ ୱିକେଟ ପାଇଁ ବାଟିଙ୍ଗ କରିବାକୁ ଆସିଥିଲେ । ସେ ପୁନର୍ବାର 1936ର ଭାରତୀୟ ଦଳର ଇଂଲଣ୍ଡ ଗସ୍ତରେ ଯାଇଥିଲେ ଓ ଲୋର୍ଡଠାରେ ଖେଳିଥିଲେ ।
ଘରେଇ ରଣଜୀ ଟ୍ରଫିରେ ସେ ଇଉନାଇଟେଡ ପ୍ରଭିନ୍ସ ତରଫରୁ ଖେଳିଥିଲେ । ତାଙ୍କର ସର୍ବୋଚ ସ୍କୋର 216 ରହିଥିଲା , ଯାହା ସେ ମହାରାଷ୍ଟ୍ର ବିରୁଦ୍ଧରେ 1939 -40 ରଣଜୀ ମେଚରେ କରିଥିଲେ । କିନ୍ତୁ ତାଙ୍କ ଦଳ ହଋ ଯାଇଥିଲା । ସେ ସ୍ପିନ ବୋଲିଂ ମଧ୍ୟ କରିପାରୁଥିଲେ ।
କିଛି କାଳ ବିଜୟନଗରମର ମହାରାଜା କୁମାରଙ୍କ ପାଇଁ କାର୍ଯ୍ୟ କଳା ପରେ ସେ କାଷ୍ଠ ଓ କାଷ୍ଠ ସାମଗ୍ରୀ ବ୍ୟବସାୟ ବାଙ୍ଗାଲୋର ସହରରେ କରୁଥିଲେ ।
ଆଧାର
[ସମ୍ପାଦନା]- Christopher Martin-Jenkins, The Complete Who's Who of Test Cricketers
- Cricinfo Profile
- Cricketarchive Profile