ଫିରଦୌସ ଦାଦି
ଦେଖଣା
ଫିରଦୌସ ଦାଦି | |
|---|---|
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୧୯୯୨-୨୦୧୨ |
ଫିରଦୌସ ଦାଦି ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରୁଥିଲେ । ୧୯୯୨ ମସିହାରେ, ସେ ହିନ୍ଦୀ କଥାଚିତ୍ର ତେହଲ୍କାରେ କାମ କରିଥିଲେ । ଏହାପରେ, ୧୯୯୪ ମସିହାରେ, ବନେଗି ଅପ୍ନି ବାତ୍ ଜରିଆରେ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ ।[୧][୨] ୧୯୯୦ ଦଶକ ଓ ୨୦୦୦ ଦଶକରେ, ପରମ୍ପରା, ଇମ୍ତିହାଁ, ଆହାଟ ଭଳି କିଛି ଜଣାଶୁଣା ଧାରାବାହିକରେ ସେ କାମ କରିଥିଲେ । କିଛିଦିନର ବ୍ୟବଧାନ ପରେ, ସେ ପୁଣିଥରେ ଅନେ ୱାଲା ପଲ୍ରେ ଅଭିନୟ କରିଥିଲେ ।
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା |
|---|---|---|
| ୧୯୯୨ | ତେହଲ୍କା | ଡଲି/ରୋଲି |
ଅଭିନୀତ ଧାରାବାହିକ
[ସମ୍ପାଦନା]| ବର୍ଷ | ଧାରାବାହିକ | ଭୂମିକା | ଚେନାଲ୍ |
|---|---|---|---|
| ୧୯୯୩-୧୯୯୭ | ବନେଗି ଅପ୍ନି ବାତ୍ | ରିୟା | ଜୀ ଟିଭି |
| ୧୯୯୪-୧୯୯୭ | ଗୃହଲକ୍ଷ୍ମୀ କା ଜିନ୍ | ||
| ୧୯୯୫ | ଆହାଟ | ||
| ଇତମ୍ତିହାଁ | ପୂଜା | ||
| ୨୦୦୧ | ଆନେ ୱାଲା ପଲ୍ | ||
| ୨୦୦୨ | ଅସ୍ତିତ୍ୱ... ଏକ ପ୍ରେମ୍ କାହାନୀ | ରଶ୍ମି ମାଥୁର | |
| ୨୦୦୩ | ସି.ଆଇ.ଡି. | ||
| ୨୦୦୫ | ଜରା ସି ଜିନ୍ଦେଗୀ | ||
| ଗୋପାଲଜୀ | ସୋନିଆ | ||
| ସଂସାର | |||
| ପରମ୍ପରା |
ଆଧାର
[ସମ୍ପାଦନା]- ↑ "Mum's the word... Or is it?". Screen. October 2002.[permanent dead link]
- ↑ "Those were the couch days". Hindustan Times. 3 September 2007. Archived from the original on 25 January 2013.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଫିରଦୌସ ଦାଦି