ଫାଇଜାବାଦ ରେଳ ଷ୍ଟେସନ
ଦେଖଣା
| ଅଯୋଧ୍ୟା କ୍ୟାଣ୍ଟ ରେଳ ଷ୍ଟେସନ Light rail & Commuter rail station | |
|---|---|
ଅଯୋଧ୍ୟା କ୍ୟାଣ୍ଟ ରେଳ ଷ୍ଟେସନ ବୋର୍ଡ | |
| Station statistics | |
| Address | Faizabad, Faizabad District, Uttar Pradesh |
| Lines | Varanasi-Jaunpur-Ayodhya-Lucknow Line Prayagraj-Ayodhya Line |
| Connections | Central Bus Station, Taxi Stand, Auto Stand |
| Structure | Standard on-ground station |
| Platforms | 5 |
| Tracks | single |
| Parking | Available |
| Bicycle facilities | Available |
| Baggage check | Not Available |
| Other information | |
| Opened | 1874 |
| Electrified | not ye |
| Accessible | ଛାଞ୍ଚ:Access icon |
| Code | AYC |
| Owned by | Ministry of Railways, Indian Railways |
| Fare zone | Northern Railways |
| Formerly | Oudh and Rohilkhand Railway |
| Services | |
|
ଛାଞ୍ଚ:S-rail-start Waiting Room, Dormitory/Retiring Rooms, Baggage Room, Refreshment, ATM |} | |
ଫାଇଜାବାଦ ରେଳ ଷ୍ଟେସନ iଉତ୍ତର ଭାରତର ଏକ ମୁଖ୍ୟ ରେଳ ଜଙ୍କସନ ।ଏଠାରୁ ନୂଆ ଦିଲ୍ଲୀ , କାନପୁର , ଲକ୍ଷ୍ନୋ , ବାରାଣାସୀ , ଗୋରହପୁର ଇଲାହାବାଦ ଆଦି ଅଞ୍ଚଳକୁ ଉତ୍ତମ ରେଳ ସଂଯୋଗ ରହିଛି । ଘାଘରା ନଦୀ ନିକଟରେ ଥିବା ଫାଇଜାବାଦ ସହର ନିକଟରେ ଅଜୋଧ୍ୟା ସହରରେ ମଧ୍ୟ ଏକ ଜଙ୍କସନ ରହିଛି ।
ସେବା ସମୂହ
[ସମ୍ପାଦନା]ନିକଟସ୍ଥ ସମସ୍ତ ବଡ ସହର ସହ ଏଠାରୁ ରେଳ ସଂଯୋଗ ବହୁଳ ସଂଖ୍ୟାରେ ଥାଏ । ଏହା ସହ ମୁମ୍ବାଇ ଓ ଦିଲ୍ଲୀକୁ ଏଠାରୁ ଦୈନିକ ଟ୍ରେନ ଯାଇଥାଏ ।
ପୁନଶ୍ଚ ଦେଖଣା
[ସମ୍ପାଦନା]- Faizabad Delhi Express
- Saket Express
- Faizabad Superfast Express
- Ayodhya Junction
- Lucknow Railway Station
- Akbarpur Railway Station
- Jaunpur Junction