ପ୍ଲବିତା ବଡ଼ଠାକୁର
Appearance
ପ୍ଲବିତା ବଡ଼ଠାକୁର | |
---|---|
ଜନ୍ମ | ଧୂଳିଆଜାନ୍, ଡିବ୍ରୁଗଡ଼, ଆସାମ, ଭାରତ | ୧୭ ଜୁନ ୧୯୯୨
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | ୨୦୧୪–ଏବେଯାଏଁ |
ପିତାମାତାs |
|
ସମ୍ପର୍କୀୟ | ପରିଣୀତା ବଡ଼ଠାକୁର (ଭଉଣୀ) ପ୍ରିୟାଙ୍ଗି ବଡ଼ଠାକୁର (ଭଉଣୀ) |
ୱେବସାଇଟ | https://plabitaborthakur.com |
ପ୍ଲବିତା ବଡ଼ଠାକୁର (ଜନ୍ମ ୧୭ ଜୁନ ୧୯୯୨) ଜଣେ ଅହମିୟା-ଭାରତୀୟ ଅଭିନେତ୍ରୀ ଓ କଣ୍ଠଶିଳ୍ପୀ ।[୧][୨][୩] ସେ ହିନ୍ଦୀ କଥାଚିତ୍ର ଓ ୱେବ୍ ସିରିଜ୍ ଆଦିରେ କାମ କରନ୍ତି ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ପ୍ଳବିତା ଆସାମର ଡିବ୍ରୁଗଡ଼ ଜିଲ୍ଲାରେ ୧୯୯୨ ମସିହାର ଜୁନ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରବୀଣ ବଡ଼ଠାକୁର ଓ ମାଆଙ୍କ ନାମ ରୀଣା ବଡ଼ଠାକୁର । ତାଙ୍କ ଦୁଇ ଭଉଣୀ ପରିଣୀତା ବଡ଼ଠାକୁର ଓ ପ୍ରିୟାଙ୍ଗି ବଡ଼ଠାକୁର କଥାଚିତ୍ର ଜଗତ ସହିତ ଜଡ଼ିତ ।[୪]
ଅଭିନୟ ଜୀବନ
[ସମ୍ପାଦନା]ସେ ହିନ୍ଦୀ କଥାଚିତ୍ର ପିକେ ଜରିଆରେ ଅଭିନୟ ଆରମ୍ଭ କରିଥିଲେ, ଯେଉଁଥିରେ ସେ ଅନୁଷ୍କା ଶର୍ମାଙ୍କ ଭଉଣୀ ଭୂମିକାରେ ଅଭିନୟ କରିଥିଲେ ।[୫] ଏହାପରେ, ସେ ଅନ୍ୟ ଏକ ହିନ୍ଦୀ କଥାଚିତ୍ର ଲିପ୍ଷ୍ଟିକ୍ ଅଣ୍ଡର୍ ମାଇଁ ବୁର୍ଖାରେ କାମ କରିଥିଲେ ।[୬] ଏହି କଥାଚିତ୍ରରେ ତାଙ୍କ ଚରିତ୍ରକୁ ସଭିଏଁ ପସନ୍ଦ କରିଥିଲେ ।[୭][୮][୯] ୨୦୨୨ ମସିହାରେ, ସେ ଦୂସ୍ରାରେ କାମ କରିଥିଲେ ।[୧୦][୧୧]
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୪ | ପିକେ | ଜଗୁର ଭଉଣୀ | |
୨୦୧୭ | ଲିପ୍ଷ୍ଟିକ୍ ଅଣ୍ଡର୍ ମାଇଁ ବୁର୍ଖା | ରେହେନା ଆବିଦି | |
୨୦୨୧ | ଛୋଟେ ନବାବ[୧୨] | ଫୌଜିଆ | |
ଆହାନ | ଓନେଲ୍ଲା | ନେଟ୍ଫ୍ଲିକ୍ସ ଫିଲ୍ମ | |
ୱାଃ ଜିଙ୍ଗେଦୀ | ରୀନା | ||
୨୦୨୨ | ଦୂସ୍ରା | ତାରା | |
୨୦୨୪ | ପ୍ରତିଶ୍ରୁତି | ସିମ୍ରନ | ଅହମିୟା କଥାଚିତ୍ର |
ୱେବ୍ ସିରିଜ୍
[ସମ୍ପାଦନା]ବର୍ଷ | ସିରିଜ୍ | ଭୂମିକା | ଓଟିଟି |
---|---|---|---|
୨୦୧୫ | ବିଗ୍ ଏଫ୍ | ଅଞ୍ଜଳି | ଏମ୍ଟିଭି ଇଣ୍ଡିଆ |
୨୦୧୮ | ହ୍ୱାଟ୍ସ୍ ୟୋର୍ ଷ୍ଟାଟସ୍ | ଆଶିଷ ଶର୍ମା | ୟୁ-ଟ୍ୟୁବ୍ |
୨୦୧୯ | ଫୁ ସେ ଫାଣ୍ଟସି | ଜ୍ୟୋତ୍ସ୍ନା (ଜୋ)[୧୩] | ଭୁଟ୍ |
ପର୍ଛାୟୀ | ନୀଲମ୍ | ଜୀ୫ | |
୨୦୨୦ | ବ୍ରିଦ୍: ଇନ୍ଟୁ ଦି ଶ୍ୟାଡୋ | ମେଘ୍ନା ବର୍ମା | ଆମାଜନ ପ୍ରାଇମ ଭିଡିଓ |
୨୦୨୧ | ବମ୍ବେ ବେଗମ | ଆୟେଶା | ନେଟ୍ଫିକ୍ସ |
୨୦୨୨ | ସୁତ୍ଲିୟାଁ | ରମଣୀ[୧୪] | ଜୀ୫ |
ଏକ୍ସେପ୍ ଲାଇଭ୍ | ହୀନା | ଡିଜ୍ନି+ ହଟ୍ଷ୍ଟାର୍ |
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]ବର୍ଷ | କଥାଚିତ୍ର | ପୁରସ୍କାର | ବର୍ଗ | ଫଳାଫଳ | ଆଧାର |
---|---|---|---|---|---|
୨୦୧୮ | ଲିପ୍ଷ୍ଟିକ୍ ଅଣ୍ଡର୍ ମାଇଁ ବୁର୍ଖା | ଷ୍ଟାର୍ ସ୍କ୍ରିନ୍ ଆୱାର୍ଡ଼ | ମୋଷ୍ଟ ପ୍ରମିସିଂ ନ୍ୟୁକମର୍ - ମହିଳା | ମନୋନୀତ |
ଆଧାର
[ସମ୍ପାଦନା]- ↑ Joshi, Ritika (25 February 2021). "Who Is Bombay Begum's Plabita Borthakur?". SheThePeople (in ଇଂରାଜୀ). Retrieved 16 August 2023.
- ↑ "The Rockstar 'Burkha' Girl - Plabita Borthakur". The Moviean. Archived from the original on 2 March 2020. Retrieved 4 June 2018.
- ↑ "Girl, You'll be a Woman Soon". The Indian Express. 21 July 2017. Retrieved 4 June 2018.
- ↑ "A Woman is the Best Judge for Herself - Parineeta Borthakur". The Moviean. Archived from the original on 19 July 2018. Retrieved 4 June 2018.
- ↑ "Plabita in Pk". Magicalassam.com. Retrieved 4 June 2018.
- ↑ "Plabita Borthakur: Indian audience is ready for realistic content". The Times of India. Retrieved 7 January 2018.
- ↑ "Plabita Borthakur: Waiting for 'Lipstick Under My Burkha' to release was tough". National Herald. 5 May 2019.
- ↑ "Girl, You'll be a Woman Soon". National Express. 21 July 2017.
- ↑ "After watching 'Lipstick', you have to wonder what Pahlaj Nihalani thinks women want". Livemint. 27 July 2017.
- ↑ "'Doosra' trailer: Abhinay Deo's cricket drama relives the shirtless Sourav Ganguly moment from 2002". Scroll.in (in ଆମେରିକୀୟ ଇଂରାଜୀ). 28 June 2019. Retrieved 28 June 2019.
- ↑ "Doosra poster: Abhinay Deo's film relives Sourav Ganguly's celebration of epic 2002 NatWest Series win". India Today (in ଇଂରାଜୀ). Ist. Retrieved 28 June 2019.
- ↑ "Akshay Oberoi, Plabita Borthakur to star in 'Chhote Nawab'". The Times of India. 8 July 2018.
- ↑ Khan, Murtaza Ali (5 May 2019). "Plabita Borthakur: Waiting for 'Lipstick Under My Burkha' to release was tough". National Herald (in ଇଂରାଜୀ). Retrieved 16 August 2023.
- ↑ Khanna, Twinkle (4 March 2022). "Sutliyan Review: Ayesha Raza Mishra, Vivaan Shah, Shiv Panditt shine in series of tangled family relations". Pinkvilla (in ଇଂରାଜୀ). Archived from the original on 16 August 2023. Retrieved 16 August 2023.
ବାହାର ଲିଙ୍କ୍
[ସମ୍ପାଦନା]- Official website
- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ଲବିତା ବଡ଼ଠାକୁର