Jump to content

ପ୍ରୀତିକା ଚାୱାଲା

ଉଇକିପିଡ଼ିଆ‌ରୁ
ପ୍ରୀତିକା ଚାୱାଲା
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୮–୨୦୨୩

ପ୍ରୀତିକା ଚାୱାଲା, ହିନ୍ଦୀ ଦୂରଦର୍ଶନ ଧାରାବାହିକ ଓ କଥାଚିତ୍ର ଜଗାତରେ ସକ୍ରିୟ ଥିବା ଜଣେ ଭାରତୀୟ ଅଭିନେତ୍ରୀ ।[] ସେ ମୁମ୍ବାଇ କଲିଂଜ୍ୟୋତି ଭଳି ଧାରାବାହିକ ଜାରିଆରେ ଅଭିନୟ ଜଗତାରେ କାମ କରିବା ଆରମ୍ଭ କରିଥିଲେ । ୨୦୧୦ ମସିହାରେ, ସେ ଶାହାରୁଖ ବୋଲା "ଖୁବସୁରତ ହୈ ତୁ" ଜରିଆରେ ହିନ୍ଦୀ କଥାଚିତ୍ର ଜଗାତରେ କାମ କରିବା କାରିଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]
ବର୍ଷ କଥାଚିତ୍ର/କାର୍ଯ୍ୟକ୍ରମ/ଧାରାବାହିକ ଭୂମିକା ମନ୍ତବ୍ୟ
୨୦୦୮ ମୁମ୍ବାଇ କଲିଂ ନୟନା
୨୦୦୯-୨୦୧୦ ଜ୍ୟୋତି ଧନୀ ମହିଳା କ୍ୟାମିଓ
୨୦୦୯ ଲକ୍ ବାଏ ଚାନ୍ସ ରୋଶ୍ନି ରିପୋର୍ଟର
୨୦୧୦ ଶାହାରୁଖ ବୋଲା "ଖୁସବୁରତ ହୈ ତୁ"[] ଲାଲି
୨୦୧୧ ଅଲ୍‌ୱେଜ୍ କଭି କଭି[] ସୋନିଆ
୨୦୧୨ ବ୍ରିଙ୍ଗ ଓନ୍ ନାଇଟ୍[] ଜିଗ୍‌ନା ସଙ୍ଘ୍ୱି ଅଧ୍ୟାୟ - ୬, ୭, ୧୦
୨୦୧୪ ୱାନ୍ ବାଏ ଟୁ ଅନିକା ମହାଜନ
ସନ୍‌ସିଲ୍କ ରିଏଲ୍ ଏଫ୍ଏମ୍ ନତାଶା ଟିଭି ଫିଲ୍ମ
୨୦୧୫ ବ୍ୟାଙ୍ଗ ବଜା ବରାତ ବର୍ଖା ଶରମା ୱାଇ-ଫିଲ୍ମସ୍
୨୦୧୬ ବେଟର୍ ଲାଇଫ୍ ଫାଉଣ୍ଡେସନ୍ ଅନୁଷ୍କା ୟୁଟ୍ୟୁବ୍ ୱେବ୍ ସିରିଜ୍
ଲେଡିଜ୍ ରୁମ୍
୨୦୧୭ ଗାର୍ଲ ଇନ୍ ଦି ସିଟି ୨[] ଅରୀମ ୱେବ୍ ସିରିଜ୍
ପୁଷ୍ପବଲ୍ଲୀ ସ୍ୱାତୀ
୨୦୧୮ ବେଟର୍ ଲାଇଫ୍ ଫାଉଣ୍ଡେସନ୍ ୨[] ଅନୁଷ୍କା
ସିଟି ଆଇଡିଆଜ୍ ଟ୍ରେଣିଂ[] ସପ୍ନା
୨୦୧୯ ମେଡ୍ ଇନ୍ ହେଭେନ୍ ଗୀତାଞ୍ଜଳି
୨୦୨୦ ପୁଷ୍ପବଲ୍ଲୀ ୨ ସ୍ୱାତୀ
୨୦୨୩ ଲୁଟେରା[] ଆୟେଶା
  1. Preetika Chawla - Filmography, Biography - Oneindia[permanent dead link]
  2. Shahrukh Bola Khoobsurat Hai Tu - Bollywood Movie Review, Cast & Crew, Oneindia[permanent dead link]
  3. "'Shah Rukh Khan is an institution'". DNA India (in ଇଂରାଜୀ). Retrieved 2023-07-05.
  4. "When Ali Fazal of 'Bang Baaja Baaraat' played the bride at MAMI Film Festival". The Indian Express (in ଇଂରାଜୀ). 2015-11-05. Retrieved 2023-07-05.
  5. "I Am A Lot Like Areem: Girl In The City Chapter 2's Preetika Chawla | SpotboyE". www.spotboye.com (in ଇଂରାଜୀ). Retrieved 2023-07-05.
  6. https://www.facebook.com/srividya.rajesh.7 (2018-07-18). "Better Life Foundation to come up with Season 2; new season to stream on Hotstar". IWMBuzz (in ଆମେରିକୀୟ ଇଂରାଜୀ). Retrieved 2023-07-05. {{cite web}}: |last= has generic name (help); External link in |last= (help)CS1 maint: numeric names: authors list (link)
  7. https://www.facebook.com/srividya.rajesh.7 (2018-09-21). "Ayub Khan, Deepika Deshpande, Gunjan Utreja, Preetika Chawla to feature in SIT's web-series, The Family Vacation". IWMBuzz (in ଆମେରିକୀୟ ଇଂରାଜୀ). Retrieved 2023-07-05. {{cite web}}: |last= has generic name (help); External link in |last= (help)CS1 maint: numeric names: authors list (link)
  8. Network, Post News (2022-09-08). "Disney+ Hotstar announces three new series on Disney+ Day - OrissaPOST". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). Retrieved 2023-07-05.

ବାହାର ଲିଙ୍କ୍

[ସମ୍ପାଦନା]