ପ୍ରାଚୀନ ମିଶର

ଉଇକିପିଡ଼ିଆ‌ରୁ
ଗିଜା ପିରାମିଡ

ପ୍ରାଚୀନ ମିଶର ହେଉଛି ଉତ୍ତର ଆଫ୍ରିକାର ନୀଳନଦୀ କୂଳରେ ଗଢ଼ି ଉଠିଥିବା ଏକ ସଭ୍ଯତା । ଏହି ସଭ୍ଯତା ପ୍ରାକ୍-ଐତିହାସିକ ମିଶର ପରେ ପ୍ରାୟ ଖ୍ରୀଷ୍ଟପୂର୍ବ ୩୧୦୦ରେ (ନାମରଙ୍କ ଦ୍ୱାରା) ଉତ୍ତର ଓ ଦକ୍ଷିଣ ମିଶରର ଏକତ୍ରୀକରଣଠାରୁ ଆରମ୍ଭ ହୋଇଥିଲା ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି । ଏହାର ଇତିହାସରେ ଅନେକ ସ୍ଥିର ସାମ୍ରାଜ୍ଯ ସ୍ଥାପିତ ହୋଇଥିଲା; ପ୍ରାଚୀନ ରାଜ୍ଯ, ମଧ୍ଯରାଜ୍ଯ ଓ ସାମ୍ରାଜ୍ଯ ।[୧]

ଆଧାର[ସମ୍ପାଦନା]

  1. ଇତିହାସ - ମନ୍ମଥ ନାଥ ଦାସ;ISBN 81-7411-043-7