ପ୍ରାକ୍-ନ୍ଯଷ୍ଟୀୟକ

ଉଇକିପିଡ଼ିଆ ରୁ
Jump to navigation Jump to search
ଏକ ସାଧାରଣ ପ୍ରାକ୍-ନ୍ଯଷ୍ଟୀୟ କୋଷର ଚିତ୍ର

ପ୍ରାକ୍-ନ୍ଯଷ୍ଟୀୟକ ବା ପ୍ରାକ୍-ନ୍ଯଷ୍ଟୀୟ ଜୀବ, ନ୍ୟଷ୍ଟିଝିଲ୍ଲୀ ନଥିବା କୋଷୀୟ ଜୀବମାନଙ୍କୁ କୁହାଯାଏ।[୧] ଏଡ୍ୱାର୍ଡ୍ ଚାଟୋନ୍-ଙ୍କ ଦ୍ବାରା ବର୍ଣ୍ଣିତ ଦୁଇ ସାମ୍ରାଜ୍ଯ ପ୍ରଣାଳୀ ଅନୁସାରେ ପ୍ରାକ୍-ନ୍ଯଷ୍ଟୀୟକମାନେ ପ୍ରୋକାରିଓଟା ସାମ୍ରାଜ୍ୟ ଅନ୍ତର୍ଭୁକ୍ତ।[୨][୩] କିନ୍ତୁ ତ୍ରିଜଗତ ତନ୍ତ୍ରରେ, ଆଣବିକ ବିଶ୍ଳେଷଣ ଆଧାରରେ, ପ୍ରାକ୍-ନ୍ଯଷ୍ଟୀୟକମାନଙ୍କୁ ଦୁଇ ଭାଗ, (ବ୍ଯାକ୍ଟେରୀଆଆର୍କିଆ) କରିଦିଆଯାଇଛି।[୪] ନ୍ଯଷ୍ଟି ଥିବା ଜୀବମାନଙ୍କୁ ସୁନ୍ଯଷ୍ଟୀୟକରେ ରଖାଯାଇଛି।[୫] ଜୀବନର ଉତ୍ପତ୍ତିର ଗବେଷଣା ଅନୁସାରେ ପ୍ରାକ୍-ନ୍ଯଷ୍ଟୀୟକମାନେ ସୁନ୍ଯଷ୍ଟୀୟକମାନଙ୍କ ଠାରୁ ପ୍ରାଚୀନ।

ଆଧାର[ସମ୍ପାଦନା]

  1. NC State University. "Prokaryotes: Single-celled Organisms".
  2. Sapp, J. (2005). "The Prokaryote-Eukaryote Dichotomy: Meanings and Mythology". Microbiology and Molecular Biology Reviews. 69 (2): 292–305. doi:10.1128/MMBR.69.2.292-305.2005. PMC 1197417. PMID 15944457.
  3. "prokaryote". Online Etymology Dictionary.
  4. Coté G, De Tullio M (2010). "Beyond Prokaryotes and Eukaryotes: Planctomycetes and Cell Organization". Nature.
  5. Coté G, De Tullio M (2010). "Beyond Prokaryotes and Eukaryotes: Planctomycetes and Cell Organization". Nature.