ପୋର୍ଟାଲ ଆଲୋଚନା:ପଦାର୍ଥ ବିଜ୍ଞାନ

Page contents not supported in other languages.
ଉଇକିପିଡ଼ିଆ‌ରୁ

ଏହି ପୃଷ୍ଠାଟି କଣ ଉଇକିପ୍ରକଳ୍ପ ପାଇଁ ଗଢା ହେଉଛି ? ଯଦି ପ୍ରକଳ୍ପ ପାଇଁ ହେଇଥାଏ ତେବେ ଏହାକୁ ଉଇକିପିଡ଼ିଆ:ଉଇକିପ୍ରକଳ୍ପ ପଦାର୍ଥ ବିଜ୍ଞାନ କୁ ବଦଳାଇବା ଠିକ ହେବ । (ଯେମିତିକି ଇଂରାଜୀ ଉଇକିରେ ଥିବା ଏହି ପ୍ରକଳ୍ପ -Wikipedia:WikiProject Physics) --ଶିତିକଣ୍ଠ (ଆଲୋଚନା) ୦୧:୧୩, ୨୧ ଅପ୍ରେଲ ୨୦୧୬ (IST)[reply]

ହଁ ମୋ ମତରେ ଠିକ ହେବ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୧:୨୦, ୨୧ ଅପ୍ରେଲ ୨୦୧୬ (IST)[reply]
ବ୍ୟସ୍ତ୍ତା ହେତୁରୁ ଯୋଗଦାନ କରିପାରୁ ନ ଥିଲି, ତେବେ ଏହା ପ୍ରକଳ୍ପ ନୁହେଁ । ଯେପରି ଉଇକି ପାଠାଗାରରେ ଭି ଅଛି, ଏହା ସେପରି କରିବା ପାଇଁ କରାଯାଇଛି । ପଦାର୍ଥ ବିଜ୍ଞାନ ଅଧୀନରେ ତା'ର ୬ଟି ବିଭାଗ ଓ ତାର ଉପ ବିଭାଗ ରହିବ । ଯଥା, ପ୍ରଥମ ବିଭାଗ ମେକାନିକ୍ସ, ତାର ଉପବିଭାଗ ସରଳ ରେ୍ିଖିକ ଗତି, ଘର୍ଷଣ, ପ୍ରଭୃତି ।
କିଛି ଏହି ଭଳି (https://en.wikipedia.org/wiki/Portal:Physics) କରିବା ପାଇଁ ଚାହାନ୍ତି କି ? ତେବେ ପୋର୍ଟାଲ:ପଦାର୍ଥ ବିଜ୍ଞାନ ନାମ ବ୍ୟବହାର କରିପାରିବେ (ଯଥା - ପୋର୍ଟାଲ:ବୈଷୟିକ ବିଜ୍ଞାନ) । ତେବେ ଏହା ସେମିତି କୌଣସି ଏକ ବିଶେଷ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ନୁହେଁ, ଏଣୁ ଯାହା କରିବା ପାଇଁ ଚାହୁଁଛନ୍ତି କରନ୍ତୁ । ପରେ ଆପଣଙ୍କ ମତାମତ ଅନୁସାରେ ଠିକ ଜାଗାରେ ରଖିଦିଆଯିବ । ଧନ୍ୟବାଦ ।--ଶିତିକଣ୍ଠ (ଆଲୋଚନା) ୦୦:୪୯, ୨୨ ମଇ ୨୦୧୬ (IST)[reply]