Jump to content

ପୋନେସିମୋଡ

ଉଇକିପିଡ଼ିଆ‌ରୁ
ପୋନେସିମୋଡ
Clinical data
Trade namesPonvory
SynonymsACT-128800
AHFS/Drugs.commonograph
data
Pregnancy
category
Routes of
administration
By mouth
Legal status
Legal status
Pharmacokinetic data
Metabolism2 main metabolites
Elimination half-life31–34 hrs[୫]
ExcretionFeces (57–80%, 26% unchanged), urine (10–18%)[୬]
Identifiers
  • (2Z,5Z)-5-{3-Chloro-4-[(2R)-2,3-dihydroxypropoxy]benzylidene}-3-(2-methylphenyl)-2-(propylimino)-1,3-thiazolidin-4-one
Chemical and physical data
FormulaC23H25ClN2O4S
Molar mass୪୬୦.୯୭ g·mol−1
3D model (JSmol)
  • CCC/N=C\1/N(C(=O)/C(=C/C2=CC(=C(C=C2)OC[C@@H](CO)O)Cl)/S1)C3=CC=CC=C3C
  • InChI=1S/C23H25ClN2O4S/c1-3-10-25-23-26(19-7-5-4-6-15(19)2)22(29)21(31-23)12-16-8-9-20(18(24)11-16)30-14-17(28)13-27/h4-9,11-12,17,27-28H,3,10,13-14H2,1-2H3/b21-12-,25-23-/t17-/m1/s1
  • Key:LPAUOXUZGSBGDU-STDDISTJSA-N

ପୋନେସିମୋଡ, ପୋନଭୋରି ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ମଲ୍ଟିପ୍ଲ ସ୍କ୍ଲେରୋସିସ୍ (MS) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୪] ନିର୍ଦ୍ଦିଷ୍ଟ ଭାବେ ଏହା ଆଇସୋଲେଟେଡ ସିଣ୍ଡ୍ରୋମ, ରିଲାପସିଙ୍ଗ- ରେମିଟିଙ୍ଗ୍ ରୋଗ ଏବଂ ସେକେଣ୍ଡାରୀ ପ୍ରଗତିଶୀଳ ରୋଗମାନଙ୍କରେ ବ୍ୟବହୃତ ହୁଏ ।[୭] ଏହା ପାଟିରେ ଦିଆଯାଏ ।ଉ

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ, ଯକୃତ ପ୍ରଦାହ ଏବଂ ଉଚ୍ଚ ରକ୍ତଚାପ ହୋଇପାରେ ।[୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ଧୀର ହୃଦସ୍ପନ୍ଦନ, ନିଶ୍ୱାସ ପ୍ରଶ୍ୱାସ ଏବଂ ଚର୍ମ କର୍କଟ ଅନ୍ତର୍ଭୁକ୍ତ ହୋଇପାରେ | ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଏକ ସ୍ପିଙ୍ଗୋସିନ ୧-ଫସଫେଟ୍ ରିସେପ୍ଟର ମୋଡ୍ୟୁଲେଟର ଯାହା ଟି ଏବଂ ବି କୋଷଗୁଡ଼ିକର କାର୍ଯ୍ୟକଳାପକୁ ହ୍ରାସ କରିଥାଏ । [୭]

୨୦୨୧ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପୋନେସିମୋଡ ଅନୁମୋଦିତ ହୋଇଥିଲା ।[୪] [୭] ଯୁକ୍ତରାଜ୍ୟରେ ୪ ସପ୍ତାହର ଚିକିତ୍ସା ଖର୍ଚ୍ଚ ବାବଦ ୨୦୨୨ ସୁଦ୍ଧା ପ୍ରାୟ ୧୧୦୦ ପାଉଣ୍ଡ ଖର୍ଚ୍ଚ ହେଉଥିଲା ।[୮] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୁଲ୍ୟ ପ୍ରାୟ ୭୯୦୦ ଡଲାର ଅଟେ ।[୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Ponvory APMDS". Therapeutic Goods Administration (TGA). 24 March 2022. Retrieved 4 April 2022.{{cite web}}: CS1 maint: url-status (link)
  2. "Summary Basis of Decision (SBD) for Ponvory". Health Canada. Archived from the original on 30 May 2022. Retrieved 29 May 2022.
  3. "Ponvory EPAR". European Medicines Agency (EMA). 24 March 2021. Archived from the original on 19 March 2022. Retrieved 18 December 2021.
  4. ୪.୦ ୪.୧ ୪.୨ ୪.୩ "Ponvory- ponesimod tablet, film coated Ponvory- ponesimod kit". DailyMed. Archived from the original on 21 January 2022. Retrieved 31 March 2021.
  5. Brossard P, Scherz M, Halabi A, Maatouk H, Krause A, Dingemanse J (February 2014). "Multiple-dose tolerability, pharmacokinetics, and pharmacodynamics of ponesimod, an S1P1 receptor modulator: favorable impact of dose up-titration". Journal of Clinical Pharmacology. 54 (2): 179–88. doi:10.1002/jcph.244. PMID 24408162. S2CID 38041837.
  6. Reyes M, Hoch M, Brossard P, Wagner-Redeker W, Miraval T, Dingemanse J (February 2015). "Mass balance, pharmacokinetics and metabolism of the selective S1P1 receptor modulator ponesimod in humans". Xenobiotica; the Fate of Foreign Compounds in Biological Systems. 45 (2): 139–49. doi:10.3109/00498254.2014.955832. PMID 25188442. S2CID 23905158.
  7. ୭.୦ ୭.୧ ୭.୨ "European Medicines Agency Approval of Ponesimod". Archived from the original on 2021-08-04. Retrieved 2021-08-04.
  8. "Ponesimod". SPS - Specialist Pharmacy Service. 12 January 2016. Archived from the original on 20 January 2022. Retrieved 31 October 2022.
  9. "Ponvory". Archived from the original on 31 October 2022. Retrieved 31 October 2022.