ପୋନୀ ବର୍ମା
ଦେଖଣା
ପୋନୀ ବର୍ମା | |
|---|---|
୨୦୧୨ ମସିହାରେ ଇଶା ଦେଓଲଙ୍କ ସଙ୍ଗୀତ୍ କାର୍ଯ୍ୟକ୍ରମରେ ପୋନୀ ବର୍ମା (ବାମ) ଓ ଶ୍ୱେତା ପଣ୍ଡିତ (ଡାହାଣ) | |
| ଜନ୍ମ | ରଶ୍ମି ବର୍ମା[୧] ୧୫ ସେପ୍ଟେମ୍ବର ୧୯୭୭ |
| ଜାତୀୟତା | ଭାରତୀୟ |
| ଅନ୍ୟ ନାମ | ପୋନି ବର୍ମା |
| ବୃତ୍ତି | ନୃତ୍ୟ ନିର୍ଦ୍ଦେଶିକା |
| ସକ୍ରିୟ ବର୍ଷ | ୨୦୦୦ – ଏବେଯାଏଁ |
| ବୈବାହିକ-ସାଥୀ | |
| ସନ୍ତାନ | ବେଦାନ୍ତ |
ପୋନୀ ବର୍ମା (ଜନ୍ମନାମ: ରଶ୍ମି ବର୍ମା) ଜଣେ ଭାରତୀୟ ନୃତ୍ୟ ନିର୍ଦ୍ଦେଶକ । ସେ ୨୦୦୦ ମସିହାରେ କଥାଚିତ୍ର ଜଗତରେ ନୃତ୍ୟ ନିର୍ଦ୍ଦେଶକ ଭାବରେ କାମ କରିବା ଆରମ୍ଭ କରିଥିଲେ । ସେ କଲର୍ସ ଚ୍ୟାନେଲ୍ ପାଇଁ ଏକ ନୃତ୍ୟଭିତ୍ତିକ ରିଆଲିଟି ଶୋ' ଚକ୍ ଧୁମ୍ ଧୁମ୍ରେ ମଧ୍ୟ କାମ କରିଛନ୍ତି । ସେ ୨୪ ଅଗଷ୍ଟ ୨୦୧୦ରେ ଅଭିନେତା ପ୍ରକାଶ ରାଜଙ୍କୁ ବିବାହ କରିଥିଲେ । ୨୦୧୬ ଫେବୃଆରୀରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ।[୨]
କାମ କରିଥିବା କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା |
|---|---|---|
| ୨୦୧୮ | ଟାଇଗର୍ ଜିନ୍ଦା ହୈ | ନୃତ୍ୟ ନିର୍ଦ୍ଦେଶିକା |
| ୨୦୧୪ | ଉନ୍ ସମାୟାଲ୍ ଅରାୟିଲ୍ | ନୃତ୍ୟ ନିର୍ଦ୍ଦେଶିକା, ସହଯୋଗୀ ନିର୍ଦ୍ଦେଶକ |
| ୨୦୧୩ | ଜଞ୍ଜିର୍ | ନୃତ୍ୟ ନିର୍ଦ୍ଦେଶିକା |
| ଜିଲ୍ଲା ଗାଜିଆବାଦ୍ | ନୃତ୍ୟ ନିର୍ଦ୍ଦେଶିକା | |
| ୨୦୧୧ | ଡାର୍ଟି ପିକ୍ଚର୍ସ୍ | ନୃତ୍ୟ ନିର୍ଦ୍ଦେଶିକା |
| ବଦ୍ରିନାଥ୍ | ନୃତ୍ୟ ନିର୍ଦ୍ଦେଶିକା | |
| ନଟି @ ୪୦ | ନୃତ୍ୟ ନିର୍ଦ୍ଦେଶିକା | |
| ଅଲା ମୋଡାଲାଇନ୍ଦି | ନୃତ୍ୟ ନିର୍ଦ୍ଦେଶିକା | |
| ୨୦୧୦ | ଗୁଜାରିଶ୍ | ନୃତ୍ୟ ନିର୍ଦ୍ଦେଶିକା |
| ଖଟ୍ଟା ମିଠା | ନୃତ୍ୟ ନିର୍ଦ୍ଦେଶିକା | |
| ପ୍ରିନ୍ସ | ନୃତ୍ୟ ନିର୍ଦ୍ଦେଶିକା | |
| ୨୦୦୯ | ଆକାସମନ୍ଥ | ନୃତ୍ୟ ନିର୍ଦ୍ଦେଶିକା |
| ଚାନ୍ଦନୀ ଚୌକ୍ ଟୁ ଚାଇନା | ନୃତ୍ୟ ନିର୍ଦ୍ଦେଶିକା | |
| ୨୦୦୮ | ଅଗ୍ଲି ଔର୍ ପଗ୍ଲି | ନୃତ୍ୟ ନିର୍ଦ୍ଦେଶିକା |
| ହସ୍ତେ ହସ୍ତେ | ନୃତ୍ୟ ନିର୍ଦ୍ଦେଶିକା | |
| ଇଧି ସଙ୍ଗତି | ନୃତ୍ୟ ନିର୍ଦ୍ଦେଶିକା | |
| ୨୦୦୭ | ଭୁଲ୍ ଭୁଲେୟା | ନୃତ୍ୟ ନିର୍ଦ୍ଦେଶିକା |
| ଆପ୍ କା ସୁରୁର୍ | ନୃତ୍ୟ ନିର୍ଦ୍ଦେଶିକା | |
| ୨୦୦୬ | ଚୁପ୍ ଚୁପ୍ କେ | ନୃତ୍ୟ ନିର୍ଦ୍ଦେଶିକା |
| ମାଲାମାଲ୍ ଉଇକ୍ଲି | ନୃତ୍ୟ ନିର୍ଦ୍ଦେଶିକା | |
| ୨୦୦୫ | କ୍ୟୁଁ କି | ନୃତ୍ୟ ନିର୍ଦ୍ଦେଶିକା |
| ଗରମ୍ ମସାଲା | ନୃତ୍ୟ ନିର୍ଦ୍ଦେଶିକା | |
| ସୁପର୍ | ନୃତ୍ୟ ନିର୍ଦ୍ଦେଶିକା | |
| ୨୦୦୪ | ଦିଲ୍ ବେଚାରା ପ୍ୟାର୍ କା ମାରା | ନୃତ୍ୟ ନିର୍ଦ୍ଦେଶିକା |
| ସଲାଖେଁ (ପାକିସ୍ତାନୀ କଥାଚିତ୍ର) | ନୃତ୍ୟ ନିର୍ଦ୍ଦେଶିକା | |
| ଷ୍ଟପ୍! | ନୃତ୍ୟ ନିର୍ଦ୍ଦେଶିକା | |
| ମୁସ୍କାନ୍ | ନୃତ୍ୟ ନିର୍ଦ୍ଦେଶିକା | |
| ୨୦୦୩ | ହଙ୍ଗାମା | ନୃତ୍ୟ ନିର୍ଦ୍ଦେଶିକା |
| ବାଜ୍: ଏ ବାର୍ଡ଼ ଇନ୍ ଡେଞ୍ଜର୍ | ନୃତ୍ୟ ନିର୍ଦ୍ଦେଶିକା | |
| ୨୦୦୨ | ଫିଲ୍ହାଲ୍ | ନୃତ୍ୟ ନିର୍ଦ୍ଦେଶିକା |
| ୨୦୦୧ | ୟେ ତେରା ଘର୍ ୟେ ମେରା ଘର୍ |
ଆଧାର
[ସମ୍ପାଦନା]- ↑ "Prakashraj's bride talks". The New Indian Express. Retrieved 18 April 2021.
- ↑ "Prakash Wife Pony Verma Blessed with a boy". Telangananewspaper.com. Retrieved 3 February 2016.
ବାହାର ଲିଙ୍କ୍
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ପୋନୀ ବର୍ମା
ବାବଦରେ ମାଧ୍ୟମ ରହିଛି ।
- ଇଣ୍ଟରନେଟ ମୁଭି ଡାଟାବେସରେ ପୋନୀ ବର୍ମା