ପେମେଟ୍ରେକ୍ସେଡ
| Clinical data | |
|---|---|
| Trade names | Alimta, Pemfexy, Ciambra, others |
| AHFS/Drugs.com | monograph |
| data |
|
| Pregnancy category | |
| Routes of administration | Intravenous |
| Legal status | |
| Legal status | |
| Pharmacokinetic data | |
| Bioavailability | NA |
| Protein binding | 81% |
| Metabolism | Negligible |
| Elimination half-life | 3.5 hours |
| Excretion | Kidney |
| Identifiers | |
| |
| ECHA InfoCard | 100.205.735 |
| Chemical and physical data | |
| Formula | C20H21N5O6 |
| Molar mass | ୪୨୭.୪୨ g·mol−1 |
| 3D model (JSmol) | |
| |
| |
| (verify) | |
ପେମେଟ୍ରେକ୍ସେଡ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଆଲିମ୍ଟା, ହେଉଛି ଏକ ଔଷଧ ଯାହା ମେସୋଥେଲିଓମା ଏବଂ ଅଣ-ଛୋଟ କୋଷ ଫୁସଫୁସ କର୍କଟ (NSCLC) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ଏହା ମେସୋଥେଲିଓମା ପାଇଁ ବ୍ୟବହୃତ ହୁଏ ଯାହା ପ୍ଲୁରା ସହିତ ଜଡିତ ଏବଂ ଅସ୍ତ୍ରୋପଚାରଦ୍ୱାରା ଅପସାରଣ କରାଯାଇପାରିବ ନାହିଁ ।[୩] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକ୍ସନ ସାହାଯ୍ୟରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ସଂକ୍ରମଣ, ପାଟିର ପ୍ରଦାହ, ରାସ, ଅଇ, ଥକାପଣ, ଅଣନିଶ୍ୱାସ, ଏବଂ ଛାତି ଯନ୍ତ୍ରଣା ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥି ମଜ୍ଜା ଦମନ ଅନ୍ତର୍ଭୁକ୍ତ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ।[୩] ଥାଇମିଡାଇଲେଟ ଟ୍ରାନ୍ସଫରେଜ ଅବରୋଧ କରି ଓ ଡିଏନଏ ତଥା ଆରଏନଏ (DNA ଏବଂ RNA)ର ନିର୍ମାଣକୁ ଅବରୋଧ କରି ଏହା କାର୍ଯ୍ୟକ୍ଷମ ହୁଏ ।[୪] [୨]
୨୦୦୪ ମସିହାରେ ଆମେରିକା ଏବଂ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ପେମେଟ୍ରେକ୍ସେଡ ଅନୁମୋଦିତ ହୋଇଥିଲା ।[୪] [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧାର ଏହାର ମୂଲ୍ୟ ପ୍ରାୟ ୪୫୦ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ମୂଲ୍ୟ ପ୍ରାୟ ୩,୭୦୦ ଡଲାର ଥିଲା ।[୫]
ଆଧାର
[ସମ୍ପାଦନା]- ↑ "Alimta- pemetrexed disodium injection, powder, lyophilized, for solution". DailyMed. 25 March 2020. Archived from the original on 20 October 2020. Retrieved 20 October 2020.
- ↑ ୨.୦ ୨.୧ ୨.୨ ୨.୩ ୨.୪ BNF 81: March-September 2021. BMJ Group and the Pharmaceutical Press. 2021. p. 960. ISBN 978-0857114105.
- ↑ ୩.୦ ୩.୧ ୩.୨ ୩.୩ ୩.୪ "PEMEtrexed Monograph for Professionals". Drugs.com (in ଇଂରାଜୀ). Archived from the original on 20 April 2019. Retrieved 27 October 2021.
- ↑ ୪.୦ ୪.୧ "Alimta". Archived from the original on 18 January 2021. Retrieved 27 October 2021.
- ↑ "Pemetrexed Prices, Coupons & Savings Tips - GoodRx". GoodRx. Retrieved 27 October 2021.