Jump to content

ପେମିରୋଲାଷ୍ଟ

ଉଇକିପିଡ଼ିଆ‌ରୁ
ପେମିରୋଲାଷ୍ଟ
Clinical data
Trade namesAlamast, Alegysal, others
SynonymsPemirolast potassium
AHFS/Drugs.commonograph
Pregnancy
category
  • US: C (Risk not ruled out) []
    Routes of
    administration
    By mouth, eye drop
    Legal status
    Legal status
    Identifiers
    • 9-methyl-3-(1H-tetrazol-5-yl)-4H-pyrido[1,2-a]pyrimidin-4-one
    Chemical and physical data
    FormulaC10H8N6O
    Molar mass୨୨୮.୨୨ g·mol−1
    3D model (JSmol)
    • CC1=CC=CN2C1=NC=C(C2=O)C3=NNN=N3
      (verify)

    ପେମିରୋଲାଷ୍ଟ (ଇଂରାଜୀ ଭାଷାରେ Pemirolast), ଅନ୍ୟମାନଙ୍କ ମଧ୍ୟରେ ଆଲାମାଷ୍ଟ ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଆଲର୍ଜି କଞ୍ଜକ୍ଟିଭାଇଟିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା ଏବଂ ନାକରୁ ପ୍ରବାହିତ ହୁଏ ।[] ଗର୍ଭାବସ୍ଥାରେ ଏବଂ ସ୍ତନ୍ୟପାନ ସମୟରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[] ଏହା ଏକ ମାଷ୍ଟ ଜୀବକୋଷ ସ୍ଥିତିକାରକ ।[]

    ୧୯୯୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପେମିରୋଲାଷ୍ଟ ଅନୁମୋଦିତ ହୋଇଥିଲା ।[] ୨୦୨୧ ସୁଦ୍ଧା ଏହା ଯୁକ୍ତରାଷ୍ଟ୍ରରେ ବ୍ୟବସାୟିକ ଭାବରେ ଉପଲବ୍ଧ ହୋଇନଥିଲା ।[]

    1. 1 2 "Pemirolast ophthalmic (Alamast) Use During Pregnancy". Drugs.com. 2 September 2020. Archived from the original on 23 November 2020. Retrieved 13 September 2020.
    2. 1 2 3 4 5 "Pemirolast Monograph for Professionals". Drugs.com (in ଇଂରାଜୀ). Archived from the original on 26 January 2021. Retrieved 27 October 2021.
    3. "Pemirolast Prices and Pemirolast Coupons - GoodRx". GoodRx. Archived from the original on 13 June 2016. Retrieved 27 October 2021.