Jump to content

ପେଣ୍ଟୋକ୍ସିଫାଇଲିନ

ଉଇକିପିଡ଼ିଆ‌ରୁ
ପେଣ୍ଟୋକ୍ସିଫାଇଲିନ
Clinical data
Pronunciation/ˌpɛntɒkˈsɪfɪln, -ɪn/
Trade namesPentoxil, Trental, others[]
SynonymsOxpentifylline (former AAN)[]
AHFS/Drugs.commonograph
MedlinePlusa685027
data
Pregnancy
category
  • AU: B1
  • US: C (Risk not ruled out)
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability10–30%[]
    MetabolismLiver and via erythrocytes
    Elimination half-life0.4–0.8 hours (1–1.6 hours for active metabolite)[]
    ExcretionUrine (95%), faeces (<4%)[]
    Identifiers
    • 3,7-Dimethyl-1-(5-oxohexyl)purine-2,6-dione
    ECHA InfoCard100.026.704 Edit this at Wikidata
    Chemical and physical data
    FormulaC13H18N4O3
    Molar mass୨୭୮.୩୧ g·mol−1
    3D model (JSmol)
    • O=C2N(c1ncn(c1C(=O)N2CCCCC(=O)C)C)C
    • InChI=1S/C13H18N4O3/c1-9(18)6-4-5-7-17-12(19)10-11(14-8-15(10)2)16(3)13(17)20/h8H,4-7H2,1-3H3 checkY
    • Key:BYPFEZZEUUWMEJ-UHFFFAOYSA-N checkY
      (verify)

    ପେଣ୍ଟୋକ୍ସିଫାଇଲିନ, ଅକ୍ସପେଣ୍ଟିଫାଇଲିନ ଭାବରେ ମଧ୍ୟ ଜଣାଶୁଣା, ଏକ ଔଷଧ ଯାହା ଚାଲିଲା ବେଳେ ଯନ୍ତ୍ରଣା ଓ ଶିରା ଘାଆ କରୁଥିବା ପ୍ରାନ୍ତୀୟ ଧମନୀ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହି ଔଷଧ ବ୍ୟବ‌ହାର କଲେ ଲୋକମାନଙ୍କର ଚାଲିବା କ୍ଷମତା ଉନ୍ନତ ହେବାର ପ୍ରମାଣ ମିଳୁଛି ।[] ଯୁକ୍ତରାଜ୍ୟରେ ଏହାର ବ୍ୟବହାର ସୁପାରିଶ କରାଯାଏ ନାହିଁ ।[] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ମୁଣ୍ଡ ବୁଲାଇବା ଏବଂ ବୁକୁଜ୍ୱାଳା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ହୋଇପାରେ। [] ଏହା ଏକ ଜାନ୍ଥିନ ଉତ୍ପାଦିତ ଔଷଧ ଏବଂ ଲାଲ ରକ୍ତ କଣିକାର ନମନୀୟତା ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ ବୋଲି ବିଶ୍ୱାସ କରାଯାଏ ।[]

    ପେଣ୍ଟୋକ୍ସିଫାଇଲିନ ୧୯୮୪ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଅନୁମୋଦିତ ହୋଇଥିଲା [] ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ ହୁଏ । ଯୁକ୍ତରାଜ୍ୟରେ ଏହାର ଏକ ମାସ ବ୍ୟବ‌ହାରର ମୂଲ୍ୟ ୧୯ ପାଉଣ୍ଡ ।[] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ୩୬ ଡଲାର ।[]

    1. Drugs.com drugs.com international listings for Pentoxifylline Archived 2020-09-25 at the Wayback Machine.. Page accessed Feb 1, 206
    2. "PRODUCT INFORMATION TRENTAL® 400" (PDF). TGA eBusiness Services. sanofi-aventis australia pty limited. 25 March 2010. Archived from the original on 9 August 2017. Retrieved 3 February 2014.
    3. 1 2 3 "Trental, Pentoxil (pentoxifylline) dosing, indications, interactions, adverse effects, and more". Medscape Reference. WebMD. Archived from the original on 4 February 2014. Retrieved 3 February 2014.
    4. 1 2 3 4 BNF 81: March-September 2021. BMJ Group and the Pharmaceutical Press. 2021. p. 250. ISBN 978-0857114105.
    5. Broderick, Cathryn; Forster, Rachel; Abdel-Hadi, Mohammed; Salhiyyah, Kareem (October 16, 2020). "Pentoxifylline for intermittent claudication". The Cochrane Database of Systematic Reviews. 10: CD005262. doi:10.1002/14651858.CD005262.pub4. ISSN 1469-493X. PMC 8094235. PMID 33063850.
    6. 1 2 3 4 "Pentoxifylline Monograph for Professionals". Drugs.com (in ଇଂରାଜୀ). Archived from the original on 18 June 2019. Retrieved 27 October 2021.
    7. "Pentoxifylline Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 20 January 2021. Retrieved 27 October 2021.