Jump to content

ପିପ୍ଲୋଡା ରାଜ୍ୟ

ଉଇକିପିଡ଼ିଆ‌ରୁ
ପିପ୍ଲୋଡା ରାଜ୍ୟ
पीपलोदा रियासत
Princely State
1547–1948
Location of ପିପ୍ଲୋଡା
Location of ପିପ୍ଲୋଡା
Piploda State in the Imperial Gazetteer of India
History
  Established 1547
  Independence of India 1948
Area
  1901 ୧୫୫ km2 (୬୦ sq mi)
Population
  1901 ୧୧,୪୪୧ 
Density ୭୩.୮ /km2  (୧୯୧.୨ /sq mi)
Public Domain This article incorporates text from a publication now in the public domain: Chisholm, Hugh, ed. (1911). "article name needed" . Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)
1888ରୁ 1919 ପର୍ଯ୍ୟନ୍ତ ଶାସନ କରିଥିବା ପିପ୍ଲୋଡାର ରାଜା କେଶରୀ ସିଂହ 

ପିପ୍ଲୋଡା ରାଜ୍ୟ ,  ବ୍ରିଟିଶ ଶାସିତ ଭାରତର ଏକ ରାଜକୀୟ ରାଜ୍ୟ ଥିଲା । ଏହି ରାଜ୍ୟର ଆୟତନ 155 ବର୍ଗକିଲୋମିଟର ଓ ତାହା ତତ୍କାଳୀନ ମଳବା ଏଜେନ୍ସି ଅଧୀନରେ ଥିଲା ।

ଇତିହାସ 

[ସମ୍ପାଦନା]

ପିପ୍ଲୋଡା ରାଜ୍ୟ 1547 ମସିହାରେ ଯାଓରା ରାଜ୍ୟର ମାନ୍ଦାବଳର ରାୱାତଙ୍କ ପୁତ୍ର ଥିଲେ । 1924ରେ ପିପ୍ଲୋଡା ଏକ ସ୍ୱତନ୍ତ୍ର ରାଜ୍ୟ ହେଲା । ଏହା ସ୍ୱାଧୀନ ଭାରତ ରାଜ୍ୟ ସଂଘ ସହ 1947ରେ ସମ୍ମିଶ୍ରିତ ହେଲା । ବର୍ତ୍ତମାନ ତାହା ମଧ୍ୟ ପ୍ରଦେଶର ରତଲାମ ଜିଲ୍ଲାରେ ରହିଛି . []

ପିପ୍ଲୋଡାର ଶାସକମାନେ ଦୋଡିଆ ରାଜପୁତ ବଂଶର ଥିଲେ ।  []

ଠାକୁର 

[ସମ୍ପାଦନା]
  • .... - .... ସଦାଳ ସିଂହ 
  • 1820 - 18..ପୃଥ୍ଭି ସିଂହ 
  • 18.. - 18..ଉମେଦ ସିଂହ 
  • 18.. - 12 Nov 1863 ଓଁକାର ସିଂହ 

ମହାରାବତ

[ସମ୍ପାଦନା]
  • 30 Nov 1863 - 26 Oct 1888 ଦୁଲାଇ  ସିଂହ 
  • 8 Nov 1888 - 4 Nov 1919 କେଶରୀ ସିଂହ 
  • 5 Nov 1919 - 1936 ମଙ୍ଗଳ ସିଂହ 
  • 1936 - 15 Jun 1948 ରଘୁରାଜ ସିଂହ 

ପୁନଶ୍ଚ ପଠନ 

[ସମ୍ପାଦନା]
  • List of Rajput dynasties and states
  • Malwa Agency

ଆଧାର 

[ସମ୍ପାଦନା]

ବାହାର ଲିଙ୍କ 

[ସମ୍ପାଦନା]