Jump to content

ପରନୀତ ଚୌହାନ

ଉଇକିପିଡ଼ିଆ‌ରୁ
(ପାର୍ନିଟ ଚୌହାନରୁ ଲେଉଟି ଆସିଛି)
ପାର୍ନିଟ ଚୌହାନ
ଜନ୍ମ
Perneet Chauhan
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ୍
ସକ୍ରିୟ ବର୍ଷ୨୦୦୯–୨୦୨୨
ପ୍ରସିଦ୍ଧିଦୋ ଦିଲ୍ ବନ୍ଧେ ଏକ୍ ଦୂରି ସେ, ଲଭ୍ ନେ ମିଲା ଦି ଯୋଡ଼ି, ମିଲେୟ ଜବ୍ ହମ୍ ତୁମ୍

ପାର୍ନିଟ ଚୌହାନ ଜଣେ ଭାରତୀୟ କଥାଚିତ୍ର, ଦୂରଦର୍ଶନ ତଥା ଥିଏଟର ଅଭିନେତ୍ରୀ । ଦୋ ଦିଲ୍ ବନ୍ଧେ ଏକ୍ ଦୂରି ସେ[] ଏବଂ ଲଭ୍ ନେ ମିଲା ଦି ଯୋଡ଼ି ଭଳି ଧାରାବାହିକରେ ସେ କାମ କରିଛନ୍ତି ।[][]

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷକଥାଚିତ୍ରଭୂମିକାଆଧାର
୨୦୦୯-୨୦୧୦ଲଭ୍ ନେ ମିଲା ଦି ଯୋଡ଼ିଅବନୀ
୨୦୧୫ୟମ୍ ହୈ ହମ୍ଜାଲିୟା
୨୦୧୦ମିଲେ ଯବ୍ ହମ୍ ତୁମ୍ରିୟା
ଗୀତ୍ - ହୁଇ ସବ୍‌ସେ ପରାୟିମୀରା
୨୦୧୩ଦୋ ଦିଲ୍ ବନ୍ଧେ ଏକ୍ ଡୋରି ସେସୁମିତ୍ରା
୨୦୧୭ଆୟେ ଜିନ୍ଦେଗୀ (ସିଜିନ୍ ୧; ଅଧ୍ୟାୟ ୩)ଶିଖା
୨୦୧୭-୨୦୧୮ସାମ ଦାମ ଦଣ୍ଡ ଭେଦତେଜସ୍ୱିନୀ ସିଂହ ବଘେଲ
୨୦୨୧ ହମ୍‌କଦମ୍
୨୦୨୨ ଛନା ମେରେୟା ଗୁର୍କିରାତ ଅମ୍ବର ସିଂହ
  1. "Perneet-Chauhan-joins-Do-Dil-Bandhe-Ek-Dori-Se". 11 July 2014. Retrieved 27 February 2015.
  2. "The cast of Love Ne Mila Di Jodi: Where are they now?". The Indian Express (in ଇଂରାଜୀ). 2020-05-21. Retrieved 2020-12-11.
  3. "'I love bling' - OrissaPOST". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). 2018-08-07. Retrieved 2020-12-11.

ବାହାର ଲିଙ୍କ୍

[ସମ୍ପାଦନା]