ପରନୀତ ଚୌହାନ
ଦେଖଣା
ପାର୍ନିଟ ଚୌହାନ | |
---|---|
ଜନ୍ମ | Perneet Chauhan |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ୍ |
ସକ୍ରିୟ ବର୍ଷ | ୨୦୦୯–୨୦୨୨ |
ପ୍ରସିଦ୍ଧି | ଦୋ ଦିଲ୍ ବନ୍ଧେ ଏକ୍ ଦୂରି ସେ, ଲଭ୍ ନେ ମିଲା ଦି ଯୋଡ଼ି, ମିଲେୟ ଜବ୍ ହମ୍ ତୁମ୍ |
ପାର୍ନିଟ ଚୌହାନ ଜଣେ ଭାରତୀୟ କଥାଚିତ୍ର, ଦୂରଦର୍ଶନ ତଥା ଥିଏଟର ଅଭିନେତ୍ରୀ । ଦୋ ଦିଲ୍ ବନ୍ଧେ ଏକ୍ ଦୂରି ସେ[୧] ଏବଂ ଲଭ୍ ନେ ମିଲା ଦି ଯୋଡ଼ି ଭଳି ଧାରାବାହିକରେ ସେ କାମ କରିଛନ୍ତି ।[୨][୩]
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ଆଧାର |
---|---|---|---|
୨୦୦୯-୨୦୧୦ | ଲଭ୍ ନେ ମିଲା ଦି ଯୋଡ଼ି | ଅବନୀ | |
୨୦୧୫ | ୟମ୍ ହୈ ହମ୍ | ଜାଲିୟା | |
୨୦୧୦ | ମିଲେ ଯବ୍ ହମ୍ ତୁମ୍ | ରିୟା | |
ଗୀତ୍ - ହୁଇ ସବ୍ସେ ପରାୟି | ମୀରା | ||
୨୦୧୩ | ଦୋ ଦିଲ୍ ବନ୍ଧେ ଏକ୍ ଡୋରି ସେ | ସୁମିତ୍ରା | |
୨୦୧୭ | ଆୟେ ଜିନ୍ଦେଗୀ (ସିଜିନ୍ ୧; ଅଧ୍ୟାୟ ୩) | ଶିଖା | |
୨୦୧୭-୨୦୧୮ | ସାମ ଦାମ ଦଣ୍ଡ ଭେଦ | ତେଜସ୍ୱିନୀ ସିଂହ ବଘେଲ | |
୨୦୨୧ | ହମ୍କଦମ୍ | ||
୨୦୨୨ | ଛନା ମେରେୟା | ଗୁର୍କିରାତ ଅମ୍ବର ସିଂହ |
ଆଧାର
[ସମ୍ପାଦନା]- ↑ "Perneet-Chauhan-joins-Do-Dil-Bandhe-Ek-Dori-Se". 11 July 2014. Retrieved 27 February 2015.
- ↑ "The cast of Love Ne Mila Di Jodi: Where are they now?". The Indian Express (in ଇଂରାଜୀ). 2020-05-21. Retrieved 2020-12-11.
- ↑ "'I love bling' - OrissaPOST". Odisha News, Odisha Latest news, Odisha Daily - OrissaPOST (in ଆମେରିକୀୟ ଇଂରାଜୀ). 2018-08-07. Retrieved 2020-12-11.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପରନୀତ ଚୌହାନ