ପାରସ୍ୟ ସାମ୍ରାଜ୍ୟ

ଉଇକିପିଡ଼ିଆ‌ରୁ

ପାରସ୍ୟ ସାମ୍ରାଜ୍ୟ କହିଲେ, ପାରସ୍ୟ (ଆଧୁନିକ ଇରାନ)ରେ କ୍ରମାନ୍ୱୟରେ ପ୍ରତିଷ୍ଠିତ ଆନେକ ରାଜକୀୟ ବଂଶକୁ ବୁଝାଏ । ଏସବୁ ମଧ୍ୟରୁ ପ୍ରଥମଟି ମହାନ ସାଇରସଙ୍କଦ୍ୱାରା ଖୀ. ପୂ. ୫୫୦ରେ ମିଡିଆ, ଲିଡିଆ ଓ ବାବିଲୋନର ଜୟଦ୍ୱାରା ପ୍ରତିଷ୍ଠା ହୋଇଥିଲା । [୧]

ପାରସ୍ୟ ବଂଶମାନଙ୍କର ଅଧିପତ୍ୟ ଖୀ.ଅ. ୬୫୧ରେ ମୁସଲମାନ ମାନଙ୍କ ଅଧିକାର ଓ ପରେ ମଙ୍ଗୋଲୀୟ ଅଧିକାରଦ୍ୱାରା ବାଧାପ୍ରାପ୍ତ ହୋଇଥିଲା ।

ପାରସ୍ୟର ମୁଖ୍ୟ ଧର୍ମ ଜୋରାଷ୍ଟ୍ରବାଦ ରହିଥିଲା, ମାତ୍ର ୭ମ ସତାବ୍ଦୀ ପରେ ଏଠାରେ ଇସଲାମ ଅନୁସୃତ ହେଲା ।

ଆଧୁନିକ କାଳରେ ଅନେକ ମୁସଲିମ ରାଜବଂଶ ପାରସ୍ୟକୁ ଶାସନ କରିଥିଲେ । ୧୯୭୯ ମସିହା ପରେ ଇରାନ(ପୁର୍ବତନ ପାରସ୍ୟ) ଏକ ମୁସଲିମ ଗଣତନ୍ତ୍ରରେ ପରିଣତ ହୋଇଛି ।

ପାରସ୍ୟ ସାମ୍ରାଜ୍ୟ ଶାସନକାରୀ ରାଜବଂଶ ସମୂହ[ସମ୍ପାଦନା]

  • ଆକମେନିଡ ସାମ୍ରାଜ୍ୟ (ଖୀ.ପୂ. ୫୩୦ - ୩୩୦)
  • ପାର୍ଥିଆନ ସାମ୍ରାଜ୍ୟ (ଖୀ.ପୂ. ୨୪୭ - ଖୀ.ଅ. ୨୨୪)
  • ସାସନିଆନ ସାମ୍ରାଜ୍ୟ (ଖୀ.ଅ. ୨୨୪ -୬୫୧

ମୁସଲମାନଙ୍କ ପାରସ୍ୟ ଜୟ

  • ସାମାନିଦ୍ ସାମ୍ରାଜ୍ୟ
  • ସଫରିଦ ସାମ୍ରାଜ୍ୟ

ମଙ୍ଗୋଲୀୟଙ୍କ କ୍ୱାରେଜମିଆନ୍ ଜୟ

  • ସଫବିଦ ସାମ୍ରାଜ୍ୟ
  • ଅଫସରିଦ ସାମ୍ରାଜ୍ୟ
  • ଜାନ୍ଦ ସାମ୍ରାଜ୍ୟ
  • କାଜାର ସାମ୍ରାଜ୍ୟ
  • ପଲ୍ହବୀ ସାମ୍ରାଜ୍ୟ

ଆଧାର[ସମ୍ପାଦନା]

  1. History of the World in 1,000 Objects (DK Publishing, 2014), p. 71.