ପାମ୍ପଡ଼

ଉଇକିପିଡ଼ିଆ‌ରୁ
(ପାମ୍ପଡରୁ ଲେଉଟି ଆସିଛି)
Papadum
Jackfruit papad from Bengaluru
ଅନ୍ୟ ନାମPapad, appadam, papar, pampad, happala, poppadam, poppadom, appalam
ମୂଳ ସ୍ଥାନIndian Subcontinent
ଅଞ୍ଚଳ ବା ରାଜ୍ୟSouth Asian with region variations
ମୁଖ୍ୟ ଉପାଦାନLentils, black gram, chickpeas, rice flour
ପ୍ରକାର ଭେଦRice, tapioca (sabudana), or potato papad, masala pappad, garlic pappad, ginger pappad

ପାମ୍ପଡ ଏକ ଭାରତୀୟ ଖାଦ୍ୟ । ଏହାର ପ୍ରସ୍ତୁତି ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଏହା କୁରୁକୁରା ହୋଇଥାଏ। ଏହାର ଆକାର ଗୋଲ ଅଟେ। ଏହାର ଭିନ୍ନ ଭିନ୍ନ ପ୍ରକାର ରହିଛି । ଏହାକୁ ଅନ୍ୟ ଭାଷାରେ ପାପଡୁମ ମଧ୍ୟ କୁହା ଯାଏ ।[୧][୨]

ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "poppadom, n." OED Online. December 2006. Oxford University Press.<http://www.oed.com/view/Entry/147794?redirectedFrom=poppadum#>.
  2. http://dsal.uchicago.edu/dictionaries/