Jump to content

ପାମିଡ୍ରୋନିକ ଏସିଡ

ଉଇକିପିଡ଼ିଆ‌ରୁ
ପାମିଡ୍ରୋନିକ ଏସିଡ
Clinical data
Trade namesAredia, Pamimed, among others
SynonymsPamidronate disodium pentahydrate, pamidronate disodium (APD)
AHFS/Drugs.commonograph
MedlinePlusa601163
Pregnancy
category
  • AU: B3
  • US: D (Evidence of risk)
    Routes of
    administration
    Intravenous
    Legal status
    Legal status
    Pharmacokinetic data
    Bioavailabilityn/a
    Protein binding54%
    MetabolismNil
    Elimination half-life28 ± 7 hours
    ExcretionKidney
    Identifiers
    • (3-amino-1-hydroxypropane-1,1-diyl)bis(phosphonic acid)
    ECHA InfoCard100.049.897 Edit this at Wikidata
    Chemical and physical data
    FormulaC3H11NO7P2
    Molar mass୨୩୫.୦୭ g·mol−1
    3D model (JSmol)
    • O=P(O)(O)C(O)(CCN)P(=O)(O)O
    • InChI=1S/C3H11NO7P2/c4-2-1-3(5,12(6,7)8)13(9,10)11/h5H,1-2,4H2,(H2,6,7,8)(H2,9,10,11) checkY
    • Key:WRUUGTRCQOWXEG-UHFFFAOYSA-N checkY
      (verify)

    ପାମିଡ୍ରୋନିକ ଏସିଡ (ଇଂରାଜୀ ଭାଷାରେ Pamidronic acid), ଯାହାକୁ ପାମିଡ୍ରୋନେଟ୍ ମଧ୍ୟ କୁହାଯାଏ, ହେଉଛି ଏକ ଔଷଧ ଯାହା କର୍କଟ ଯୋଗୁ ହେଉଥିବା ଉଚ୍ଚ କ୍ୟାଲସିଅମ ସ୍ତର, ହାଡ଼ର ପାଜେଟ ରୋଗ ଓ ଓଷ୍ଟିଓଲାଇଟିକ ଅସ୍ଥି ମେଟାଷ୍ଟାସିସ୍ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ନେଇଥିବା ସ୍ଥାନରେ ଲାଲ ଦେଖାଯିବା ଓ କଷ୍ଟ, ଜ୍ୱର, କମ୍ ପୋଟାସିୟମ୍, କମ୍ ଫସଫେଟ୍, ହାଡ଼ ଯନ୍ତ୍ରଣା ଏବଂ ମୁଣ୍ଡବିନ୍ଧା ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ବାଇଫସଫୋନେଟ ।

    ୧୯୭୧ ମସିହାରେ ପାମିଡ୍ରୋନିକ ଏସିଡ ପେଟେଣ୍ଟ ହୋଇଥିଲା ଏବଂ ୧୯୮୭ରେ ଡାକ୍ତରୀ ଚିକିତ୍ସାରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୨୦୨୧ ସୁଦ୍ଧା ୭୦ ଡଲାରରୁ କମ୍ ଥିଲା ।[] ଏହା ଅନ୍ୟ ମାନଙ୍କ ମଧ୍ୟରେ ଆରେଡିଆ ନାମରେ ବିକ୍ରି ହୁଏ |

    1. 1 2 3 "Pamidronate Monograph for Professionals". Drugs.com (in ଇଂରାଜୀ). Archived from the original on 17 January 2021. Retrieved 25 October 2021.
    2. "Pamidronate (Aredia) Use During Pregnancy". Drugs.com (in ଇଂରାଜୀ). Archived from the original on 26 November 2020. Retrieved 25 October 2021.
    3. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 523. ISBN 9783527607495. Archived from the original on 2021-03-18. Retrieved 2021-04-22.
    4. "Pamidronate Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 14 May 2021. Retrieved 25 October 2021.