ପାଜୋପାନିବ

ଉଇକିପିଡ଼ିଆ‌ରୁ
ପାଜୋପାନିବ
Clinical data
Pronunciation/pæˈzpənɪb/ paz-OH-pə-nib
Trade namesVotrient
AHFS/Drugs.commonograph
MedlinePlusa610013
data
Pregnancy
category
  • AU: D
  • US: D (Evidence of risk)
Routes of
administration
By mouth (tablets)
Legal status
Legal status
Pharmacokinetic data
Bioavailability21% (14–39%)[୨]
Protein binding>99.5%[୨][୧]
MetabolismLiver: CYP3A4 (major), 1A2 and 2C8 (minor)[୧]
Elimination half-life30.9±4 hours[୨]
ExcretionFaeces (primary), urine (<4%)[୧]
Identifiers
  • 5-({4-[(2,3-Dimethyl-2H-indazol-6-yl)methylamino]pyrimidin-2-yl}amino)-2-methylbenzenesulfonamide
Chemical and physical data
FormulaC21H23N7O2S
Molar mass୪୩୭.୫୨ g·mol−1
3D model (JSmol)
  • O=S(=O)(N)c1c(ccc(c1)Nc2nccc(n2)N(c4ccc3c(nn(c3C)C)c4)C)C
  • InChI=1S/C21H23N7O2S.ClH/c1-13-5-6-15(11-19(13)31(22,29)30)24-21-23-10-9-20(25-21)27(3)16-7-8-17-14(2)28(4)26-18(17)12-16;/h5-12H,1-4H3,(H2,22,29,30)(H,23,24,25);1H checkY
  • Key:MQHIQUBXFFAOMK-UHFFFAOYSA-N checkY
  (verify)

ପାଜୋପାନିବ (ଇଂରାଜୀ ଭାଷାରେ Pazopanib), Votrient ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ବୃକ୍‌କ ଜୀବକୋଷ କର୍କଟ ଓ କେତେକ କୋମଳ ତନ୍ତୁ ସାର୍କୋମାର ଚିକିତ୍ସା ପାଇଁ ବ୍ୟବ‌ହୃତ ହୁଏ ।[୩] ଜୀବକୋଷ କର୍କଟ ଅନ୍ୟ ଔଷଧ ସାହାଯ୍ୟରେ ଭଲ ନ ହେଲ ଏହା ଦିଆଯାଏ । ଏହା ପାଟିରେ ଦିଆଯାଏ ।

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଉଚ୍ଚ ରକ୍ତଚାପ, ଶ୍ୱେତ କେଶ, ଅଇ, ଥକ୍କାଣ, ପେଟ ଯନ୍ତ୍ରଣା, ସ୍ୱଳ୍ପ ରକ୍ତ କୋଷ ଓ ଯକୃତ ସମସ୍ୟା ହୋଇପାରେ ।[୪] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ଥାଇରଏଡ, ରକ୍ତସ୍ରାବ, ଜମାଟ ବାନ୍ଧିବା ଓ ଜଠରାନ୍ତ୍ର ଛିଦ୍ର ହୋଇପାରେ । ଗର୍ଭାବସ୍ଥାରେ ଏହା ଦେଲେ ଶିଶୁର କ୍ଷତି କ୍ଷତି ହୋଇପାରେ । ଏହା ଏକ ଟାଇରୋସିନ କାଇନେଜ ପ୍ରତିରୋଧକ ।

୨୦୦୯ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ପାଜୋପାନିବ ଅନୁମୋଦନ କରାଯାଇଥିଲା ।[୪] ୟୁରୋପରେ ଏହା ୨୦୧୦ରେ ସର୍ତ୍ତମୂଳକ ଅନୁମୋଦନ ଏବଂ ୨୦୧୩ରେ ସମ୍ପୂର୍ଣ୍ଣ ଅନୁମୋଦନ ଲାଭ କଲା ।[୫] ଯୁକ୍ତରାଜ୍ୟରେ ଏହାର ଚିକିତ୍ସାରେ ୨୦୨୧ ପ୍ରତି ମାସରେ ୨,୨୫୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୩] ଯୁକ୍ତରାଷ୍ଟ୍ରରେ ଏହି ସମାନ ପରିମାଣର ଔଷଧ ପାଇଁ ପ୍ରାୟ ୧୪,୨୦୦ ଡଲାର ଖର୍ଚ୍ଚ ହୁଏ ।[୬]

ଆଧାର[ସମ୍ପାଦନା]

ପାଜୋପାନିବ
Clinical data
Pronunciation/pæˈzpənɪb/ paz-OH-pə-nib
Trade namesVotrient
AHFS/Drugs.commonograph
MedlinePlusa610013
data
Pregnancy
category
  • AU: D
  • US: D (Evidence of risk)
Routes of
administration
By mouth (tablets)
Legal status
Legal status
Pharmacokinetic data
Bioavailability21% (14–39%)[୨]
Protein binding>99.5%[୨][୧]
MetabolismLiver: CYP3A4 (major), 1A2 and 2C8 (minor)[୧]
Elimination half-life30.9±4 hours[୨]
ExcretionFaeces (primary), urine (<4%)[୧]
Identifiers
  • 5-({4-[(2,3-Dimethyl-2H-indazol-6-yl)methylamino]pyrimidin-2-yl}amino)-2-methylbenzenesulfonamide
Chemical and physical data
FormulaC21H23N7O2S
Molar mass୪୩୭.୫୨ g·mol−1
3D model (JSmol)
  • O=S(=O)(N)c1c(ccc(c1)Nc2nccc(n2)N(c4ccc3c(nn(c3C)C)c4)C)C
  • InChI=1S/C21H23N7O2S.ClH/c1-13-5-6-15(11-19(13)31(22,29)30)24-21-23-10-9-20(25-21)27(3)16-7-8-17-14(2)28(4)26-18(17)12-16;/h5-12H,1-4H3,(H2,22,29,30)(H,23,24,25);1H checkY
  • Key:MQHIQUBXFFAOMK-UHFFFAOYSA-N checkY
  (verify)

,

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Votrient (pazopanib) dosing, indications, interactions, adverse effects, and more". Medscape Reference. WebMD. Retrieved 27 January 2014.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "CHMP Assessment Report: Votrient (pazopanib)" (PDF). European Medicines Agency. Archived (PDF) from the original on 9 October 2016. Retrieved 8 October 2016.
  3. ୩.୦ ୩.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1039. ISBN 978-0857114105.
  4. ୪.୦ ୪.୧ "PAZOPanib Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 26 October 2021.
  5. "Votrient". Archived from the original on 22 October 2021. Retrieved 26 October 2021.
  6. "Pazopanib Prices, Coupons & Savings Tips - GoodRx". GoodRx. Retrieved 26 October 2021.