ପାକାରାଇମା ପାହାଡ଼

ଉଇକିପିଡ଼ିଆ ରୁ
Jump to navigation Jump to search
Kaieteur Falls

ପାକାରାଇମା ପାହାଡ଼ (ଇଂରାଜୀ: Pacaraima Mountains, ସ୍ପେନ ଭାଷା: Sierra Pacaraima) ଦକ୍ଷିଣ ଆମେରିକାର ଗୟାନା ଦେଶରେ ସ୍ଥିତ ଏକ ପର୍ବତମାଳା ଅଟେ । ଏହା ପୂର୍ବରୁ ପଶ୍ଚିମରେ 800 କିମି ପର୍ଯ୍ୟନ୍ତ ଗତିକରିଛି ଏବଂ 2,810 ମିଟର (1,220 ଫୁଟ) ଲମ୍ବା ରୋରାଇମା ପର୍ବତ (Mount Roraima) ଏହାର ସବୁଠାରୁ ଉଚ୍ଚ ପାହାଡ଼ ଅଟେ ଅଟେ । ଏହା ଗୟାନର ବ୍ରାଜିଲର "ବେନେଜୁଏଲ" ସହିତ ଲାଗିଥିବା ଅନ୍ତରାଷ୍ଟ୍ରୀୟ ସୀମାର ସମୀପ ଅଟେ । ପାକାରାଇମା ପାହାଡ଼ର ଶ୍ରେଣୀ ଗୁଡିକ ଉତ୍ତରରେ ସ୍ଥିତ ଓରିନୋକୋ ନଦୀର ଘାଟୀକୁ ନିଜଠାରୁ ଦକ୍ଷିଣରେ ସ୍ଥିତ ଆମେଜୋନ ନଦୀର କ୍ଷେତ୍ରରେ ବାଣ୍ଟିହୋଇଥାଏ ।[୧]

ଆଧାର[ସମ୍ପାଦନା]

  1. "Pacaraima Mountains". Encyclopaedia Britannica. Retrieved 31 January 2013.