ପର୍ଫ୍ଲୋରୋହେକ୍ସିଲୋକ୍ଟେନ
ଦେଖଣା
| Clinical data | |
|---|---|
| Trade names | Miebo |
| Synonyms | NOV03; 1-(perfluorohexyl)octane |
| data | |
| Routes of administration | Eye drop[୧] |
| Legal status | |
| Legal status | |
| Identifiers | |
| |
| Chemical and physical data | |
| Formula | C14H17F13 |
| Molar mass | ୪୩୨.୨୭ g·mol−1 |
| 3D model (JSmol) | |
| |
| |
ପର୍ଫ୍ଲୋରୋହେକ୍ସିଲୋକ୍ଟେନ (ଇଂରାଜୀ ଭାଷାରେ Perfluorohexyloctane) ମିବୋ ଏହାର ଏକ ବିକ୍ରୟ ନାମ, ହେଉଛି ଶୁଖିଲା ଚକ୍ଷୁ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ | [୧] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ | [୧]
ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ପଷ୍ଟ ଦର୍ଶନ ହୋଇପାରେ ।[୧] ଏହା ଏକ ସେମିଫ୍ଲୋରିନେଟେଡ୍ ଆଲକେନ ଏବଂ ଲୁହର ବାଷ୍ପୀକରଣକୁ ରୋକିବାଦ୍ୱାରା କାର୍ଯ୍ୟକ୍ଷମ ହେଉଥିବା ବିଶ୍ୱାସ କରାଯାଏ ।[୧]
୨୦୨୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ପର୍ଫ୍ଲୋରୋହେକ୍ସିଲୋକ୍ଟେନ୍ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୨୦୨୩ ସୁଦ୍ଧା ଏହାର ୩ ମିଲି ବୋତଲର ମୂଲ୍ୟ ୭୮୦ ଡଲାର ଥିଲା ।[୨]