ପରା ଅଲିମ୍ପିକ ରେ ଭାରତ
ଭାରତ ୧୯୬୮ରୁ ଆରମ୍ଭ ହେଇଥିବା ସମସ୍ତ ଗ୍ରୀଷ୍ମକଲିନ ପାରା ଅଲିମ୍ପିକରେ ଭାଗ ନେଇ ଆସୁଛି । ଚଳିତ ବର୍ଷ ବ୍ରାଜିଲର ଋଓଠାରେ ଅଲିମ୍ପିକ ହେଲା ପରେ ହେଇଥିବା ପର ଅଲିମ୍ପିକରେ ଭାଗ ନେଇ ଅଦ୍ଭୂତପୂର୍ବ ସଫଳତା ମଧ୍ୟ ପାଇ ଦେଶକୁ ଗର୍ବିତ କରିଛି ।
୧୯୭୨ ପର ଅଲିମ୍ପିକରେ ଭାଗ ନେଇ ଭାରତର ମୁରଳିକାନ୍ତ ପେଟକାର ୫୦ ମିଟର ଫ୍ରିଷ୍ଟାଇଲ ସନ୍ତରଣରେ ବିଶ୍ୱ ରେକର୍ଡ ସମୟ ୩୭.୩୩ ସେକେଣ୍ଡ ସହ ପ୍ରଥମ ସ୍ୱରନା ପଦକ ଭାରତ ପାଇଁ ଆଣିଥିଲେ ।୧୯୮୪ରେ ଯୋଗୀଣ୍ଡର ସିଂହ ବେଦି ଶଟ ପୁଟରେ ରୋପ୍ୟ ପଦକ ପାଇଥିଲେ । ସେ ସେହି ଅଲିମ୍ପିକରେ ଡ଼ିସକସ ଓ ଜାଭେଲିନ ରେ ମଧ୍ୟ କାଂସ୍ୟ ପଦକ ପାଇଥିଲେ । ପୁଣି ଭୀମରାଓ କେସରକାର ଜାଭେଲିନରେ ରୋପ୍ୟ ପଦକ ପାଇ ଭରତକୁ ୩୭ ତମ ସ୍ଥାନ ପାଇବାରେ ସାହାଯ୍ୟ କରିଥିଲେ .
ସେଓଲଠାରେ ହେଇଥିବା ପର ଅଲିମ୍ପିକରେ ୧୯୮୮ ମସିହାରେ ମଧ୍ୟ ଭାଗ ନେଇ ଭାରତ ବିଶେଷ ସାଗଫଳତା ପାଇ ନ ଥିଲା । ୨୦୦୪ ଏଥେନ୍ସ ପର ଅଲିମ୍ପିକରେ ଭରତର ଦେବେନ୍ଦ୍ର ଝାଝରିଆ ଜାଭେଲିନରେ ସ୍ୱର୍ଣ୍ଣ ପଦକ ପାଇଲେ ଓ ତାଙ୍କ ଦଳ ସାଥି ରାଜିନ୍ଦର ସିଂହ ୱେଟ ଲିଫ୍ଟିଂରେ କାଂଶ ପଦକ ଆଣିଲେ । ୨୦୧୨ ଲଣ୍ଡନ ପର ଅଲିମ୍ପିକରେ ଏନ॰ ଗିରିଶ ଉତ୍ଛ ଡିଆଁରେ ରୋପ୍ୟ ପଦକ ହାସଲ କଲେ ।
ଏହି ବର୍ଷ ଋଓ ପର ଅଲିମ୍ପିକରେ ଭାରତୀୟମାନେ ଖୁବ ଉନ୍ନତ ପ୍ରଦର୍ଶନ ସହ ୨ଟି ସ୍ୱର୍ଣ୍ଣ , ୧ଟି ରୋପ୍ୟ ଓ ୧ଟି କାଂଶ ପଦକ ପାଇଥିଲେ । ଦେବେନ୍ଦ୍ର ଝାଝାରିଆ , ଓ ମାରିଆପ୍ପନ ଥଙ୍ଗଭେଲୁ ସ୍ୱର୍ଣ୍ଣ ପଦକ ପାଇଥିଲେ ।
ଗ୍ରୀଷ୍ମ କାଳୀନ ପାରା ଅଲିମ୍ପିକରେ ଭାରତୀୟ ପଦକ ବିଜେତା ଗଣ
[ସମ୍ପାଦନା]| Medal | Name/Team | Games | Sport | Event |
|---|---|---|---|---|
| 01 ! |
ମୁରଳିକାନ୍ତ ପେଟକାର | Men's 50m Freestyle 3 | ||
| 02 ! |
ଭୀମରଓ କେଶରକର | Men's Javelin L6 | ||
| 02 ! |
ଯୋଗୀନ୍ଦର ସିଂହ ବେଦି | Men's Shot Put L6 | ||
| 03 ! |
ଯୋଗୀନ୍ଦର ସିଂହ ବେଦି | Men's Javelin L6 | ||
| 03 ! |
ଯୋଗୀନ୍ଦର ସିଂହ ବେଦି | Men's Discus Throw L6 | ||
| 01 ! |
ଦେବେନ୍ଦ୍ର ଝଝାରିଆ | ଛାଞ୍ଚ:Country data GRE 2004 Athens | Men's Javelin F44/46 | |
| 03 ! |
ରାଜିନ୍ଦର ସିଂହ ରହେଳୁ | ଛାଞ୍ଚ:Country data GRE 2004 Athens | Men's 56 kg | |
| 02 ! |
ଗିରୀଶ ନାଗରାଜଗୌଡ | Men's High Jump F42 | ||
| 01 ! |
ମାରିଆପ୍ପନ ଥଙ୍ଗଭେଲୁ | Men's High Jump F42 | ||
| 01 ! |
ଦେବେନ୍ଦ୍ର ଝାଝାରିଆ | Men's Javelin F46 | ||
| 02 ! |
ଦୀପା ମାଲିକ | Women's Shot Put F53 | ||
| 03 ! |
ବରୁଣ ଭାଟି | Men's High Jump F42 |
୨୦୧୨ ପାରା ଅଲମ୍ପିକ କିନ୍ତୁ ବହୁଳ ଭାବରେ ଅବ୍ୟବସ୍ଥା ଓ ଅନୁଶାସନ ହୀନତା ଭିତରେ ଗତି କରି ଭାରତୀୟମାନଙ୍କୁ ବ୍ୟଥା ଦେଇଥିଲା । .