ପଞ୍ଜାବ ମେଲ

ଉଇକିପିଡ଼ିଆ ରୁ
Jump to navigation Jump to search

Punjab Mail
12138 Punjab Mail.jpg
Overview
Service typeSuperfast
First service1 June 1912 as Punjab Limited
Current operator(s)Central Railway
Route
StartMumbai CST
Stops56 as 12137 Punjab Mail, 54 as 12138 Punjab Mail
EndFerozpur
Distance travelled୧,୯୩୦ କି.ମି. (୧,୧୯୯ mi)
Service frequencyDaily
On-board services
Class(es)AC 1st Class, AC 2 tier, AC 3 tier, Sleeper Class, General Unreserved
Seating arrangementsYes
Sleeping arrangementsYes
Catering facilitiesPantry Car attached
Observation facilities12027/12028 Chennai Mumbai CST Superfast Mail
Technical
Rolling stockStandard Indian Railway coaches
Track gauge
Track gauges
By transport mode
Tram · Rapid transit
Miniature · Scale model
By size (list)
Graphic list of track gauges

Minimum
  Fifteen inch 381 mm (15 in)

Narrow
  Two foot and
600 mm
597 mm
600 mm
603 mm
610 mm
(1 ft 11 12 in)
(1 ft 11 58 in)
(1 ft 11 34 in)
(2 ft)
  750 mm,
Bosnian,
Two foot six inch,
800 mm
750 mm
760 mm
762 mm
800 mm
(2 ft 5 12 in)
(2 ft 5 1516 in)
(2 ft 6 in)
(2 ft 7 12 in)
  Swedish three foot,
900 mm,
Three foot
891 mm
900 mm
914 mm
(2 ft11 332 in)
(2 ft 11 716)
(3 ft)
  Metre 1,000 mm (3 ft 3 38 in)
  Three foot six inch,
Cape, CAP, Kyōki
1,067 mm (3 ft 6 in)
  Four foot six inch 1,372 mm (4 ft 6 in)

  Standard 1,435 mm (4 ft 8 12 in)

Broad
  Russian,
Five foot
1,520 mm
1,524 mm
(4 ft 11 2732 in)
(5 ft)
  Irish 1,600 mm (5 ft 3 in)
  Iberian 1,668 mm (5 ft 5 2132 in)
  Indian 1,676 mm (5 ft 6 in)
  Brunel 2,140 mm (7 ft 14 in)
Change of gauge
Break-of-gauge · Dual gauge ·
Conversion (list· Bogie exchange · Variable gauge
By location
North America · South America · Europe
World map, rail gauge by region
Operating speed୧୧୦ କି.ମି./h (୬୮ mph) maximum
୫୬.୮୩ କି.ମି./h (୩୫ mph), including halts

12137/12138 ପଞ୍ଜାବ ମେଲ  ଭାରତୀୟ ରେଳବାଇର କେନ୍ଦ୍ରୀୟ ରେଳ ଯୋନ ଅଧୀନରେ ଚାଲୁଥିବା ଏକ ସୁପରଫାଷ୍ଟ ଏକ୍ସପ୍ରେସ ଶ୍ରେଣୀର ଟ୍ରେନ । ଏହା ଦୈନିକ ମୁମ୍ବଇ ଛତ୍ରପତି ଶିବାଜୀ ଟର୍ମିନସରୁ ଫିରୋଜପୁର ପର୍ଯ୍ୟନ୍ତ ଚାଲିଥାଏ ।  

ଇତିହାସ [ସମ୍ପାଦନା]

ଜୁନ 1, 1912 ମସିହାରେ ତାହାର ପ୍ରଥମ ଯାତ୍ରା ଆରମ୍ଭ କରିଥିବା ପଞ୍ଜାବ ମେଲ ଭାରତୀୟ ରେଳବାଇ ଇତିହାସରେ ସର୍ବପୁରତନ ଟ୍ରେନ ସେବା । ସେହି ସମୟରେ ଦି ପଞ୍ଜାବ ଲିମିଟେଡ ଭାବରେ ପରିଚିତ ଥିବା ଏହି ଟ୍ରେନ ବଲ୍ଲଡ ପିଅର ଠାରୁ ପେଶାବର ଯାଇ ଚଳୁଥିଲା । ଏଥିରେ ମୁଖ୍ଯତଃ ବ୍ରିଟିଶ ଅଫିସର ଓ ଅନନ୍ୟ କର୍ମଚାରୀ ମାନେ ଓ ତାଙ୍କ ପରିବାର ସିଧା ସଳଖ ଜାହାଜରୁ ଟ୍ରେନରେ ବସି ଉତ୍ତର ପଶ୍ଚିମ ସୀମାନ୍ତ ଅଞ୍ଚଳକୁ ଯାଉଥିଲେ । 

1914 ମସିହାରେ ବାହାରୁଥିବା ଷ୍ଟ୍ରେସନ ଭିକ୍ଟୋରିଆ ଟର୍ମିନସକୁ ପରିବର୍ତିତ ହେଲା । ସ୍ୱାଧୀନତା ପରେ ବିଭାଜନ ଯୋଗୁଁ ପେଶୱାର ପାକିସ୍ଥାନରେ ରହିବାରୁ ଟ୍ରେନ ଫିରୋଜପୁର ଯାଏ ଯାତ୍ରା କଲା । .

କୋଚ ସମୂହ [ସମ୍ପାଦନା]

ଏହି ମେଲ ଟ୍ରେନରେ ମେଲ ବଗି ଭିନ୍ନ 1ଟି ପ୍ରଥମ ଶ୍ରେଣୀ AC , 1ଟି 2 ଟାୟାର AC ,1ଟି 3 ଟାୟାର AC ତଥା ପ୍ରଥମ୍ସ ଶ୍ରେଣୀ ସହ , 5ଟି 3 ଟାୟାର AC ଓ 10ଟି ସ୍ଳିପର ଲାଗିଥାଏ । ଏଥିରେ 4ଟି ଅସଂରକ୍ଷିତ ବଗି ସହ ପାନ୍ତରୀ କାର ଭି ରହେ । 

12138 Punjab Mail - AC 1st cum AC 2 tier coach
12138 Punjab Mail - AC 3 tier cum AC 2 tier coach
12138 Punjab Mail - Sleeper Class coach

ସେବା [ସମ୍ପାଦନା]

ଏହିଟ୍ରେନ 1930 କିଲୋମିଟର ଯାତ୍ରାପଥ ଅତିକ୍ରମ କରିବାକୁ 33 ଘଣ୍ଟା 55 ମିନିଟ ଲାଗେ । ଏହାର ହାରାହାରି ବେଗ 56.76 ଓ ଏହା ସୁପରଫାଷ୍ଟ ଶ୍ରେଣୀର । 

External links[ସମ୍ପାଦନା]

References[ସମ୍ପାଦନା]