ପଞ୍ଜାବ ମେଲ
| Overview | |||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| Service type | Superfast | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
| First service | 1 June 1912 as Punjab Limited | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
| Current operator(s) | Central Railway | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
| Route | |||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
| Start | Mumbai CST | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
| Stops | 56 as 12137 Punjab Mail, 54 as 12138 Punjab Mail | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
| End | Ferozpur | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
| Distance travelled | 1,930 km (1,199 mi) | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
| Service frequency | Daily | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
| On-board services | |||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
| Class(es) | AC 1st Class, AC 2 tier, AC 3 tier, Sleeper Class, General Unreserved | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
| Seating arrangements | Yes | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
| Sleeping arrangements | Yes | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
| Catering facilities | Pantry Car attached | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
| Observation facilities | 12027/12028 Chennai Mumbai CST Superfast Mail | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
| Technical | |||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
| Rolling stock | Standard Indian Railway coaches | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
| Track gauge |
| ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
| Operating speed | 110 km/h (68 mph) maximum 56.83 km/h (35 mph), including halts | ||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||||
12137/12138 ପଞ୍ଜାବ ମେଲ ଭାରତୀୟ ରେଳବାଇର କେନ୍ଦ୍ରୀୟ ରେଳ ଯୋନ ଅଧୀନରେ ଚାଲୁଥିବା ଏକ ସୁପରଫାଷ୍ଟ ଏକ୍ସପ୍ରେସ ଶ୍ରେଣୀର ଟ୍ରେନ । ଏହା ଦୈନିକ ମୁମ୍ବଇ ଛତ୍ରପତି ଶିବାଜୀ ଟର୍ମିନସରୁ ଫିରୋଜପୁର ପର୍ଯ୍ୟନ୍ତ ଚାଲିଥାଏ ।
ଇତିହାସ
[ସମ୍ପାଦନା]ଜୁନ 1, 1912 ମସିହାରେ ତାହାର ପ୍ରଥମ ଯାତ୍ରା ଆରମ୍ଭ କରିଥିବା ପଞ୍ଜାବ ମେଲ ଭାରତୀୟ ରେଳବାଇ ଇତିହାସରେ ସର୍ବପୁରତନ ଟ୍ରେନ ସେବା । ସେହି ସମୟରେ ଦି ପଞ୍ଜାବ ଲିମିଟେଡ ଭାବରେ ପରିଚିତ ଥିବା ଏହି ଟ୍ରେନ ବଲ୍ଲଡ ପିଅରଠାରୁ ପେଶାବର ଯାଇ ଚଳୁଥିଲା । ଏଥିରେ ମୁଖ୍ଯତଃ ବ୍ରିଟିଶ ଅଫିସର ଓ ଅନନ୍ୟ କର୍ମଚାରୀମାନେ ଓ ତାଙ୍କ ପରିବାର ସିଧା ସଳଖ ଜାହାଜରୁ ଟ୍ରେନରେ ବସି ଉତ୍ତର ପଶ୍ଚିମ ସୀମାନ୍ତ ଅଞ୍ଚଳକୁ ଯାଉଥିଲେ ।
1914 ମସିହାରେ ବାହାରୁଥିବା ଷ୍ଟ୍ରେସନ ଭିକ୍ଟୋରିଆ ଟର୍ମିନସକୁ ପରିବର୍ତିତ ହେଲା । ସ୍ୱାଧୀନତା ପରେ ବିଭାଜନ ଯୋଗୁଁ ପେଶୱାର ପାକିସ୍ଥାନରେ ରହିବାରୁ ଟ୍ରେନ ଫିରୋଜପୁର ଯାଏ ଯାତ୍ରା କଲା । .
କୋଚ ସମୂହ
[ସମ୍ପାଦନା]ଏହି ମେଲ ଟ୍ରେନରେ ମେଲ ବଗି ଭିନ୍ନ 1ଟି ପ୍ରଥମ ଶ୍ରେଣୀ AC , 1ଟି 2 ଟାୟାର AC ,1ଟି 3 ଟାୟାର AC ତଥା ପ୍ରଥମ୍ସ ଶ୍ରେଣୀ ସହ , 5ଟି 3 ଟାୟାର AC ଓ 10ଟି ସ୍ଳିପର ଲାଗିଥାଏ । ଏଥିରେ 4ଟି ଅସଂରକ୍ଷିତ ବଗି ସହ ପାନ୍ତରୀ କାର ଭି ରହେ ।



ସେବା
[ସମ୍ପାଦନା]ଏହିଟ୍ରେନ 1930 କିଲୋମିଟର ଯାତ୍ରାପଥ ଅତିକ୍ରମ କରିବାକୁ 33 ଘଣ୍ଟା 55 ମିନିଟ ଲାଗେ । ଏହାର ହାରାହାରି ବେଗ 56.76 ଓ ଏହା ସୁପରଫାଷ୍ଟ ଶ୍ରେଣୀର ।