ପଙ୍ଗପାଳ

ଉଇକିପିଡ଼ିଆ‌ରୁ
ଭ୍ରାମ୍ୟମାଣ ପଙ୍ଗପାଳ

ପଙ୍ଗପାଳ (ଇଂରାଜୀରେ: Locust) ଏକପ୍ରକାର ଛୋଟ ଶିଙ୍ଗବିଶିଷ୍ଟ ଝିଣ୍ଟିକା ପ୍ରଜାତିର ଦଳ । ଏହି ପତଙ୍ଗମାନେ ସାଧାରଣତଃ ଏକାନ୍ତରେ ବାସ କରିଥାନ୍ତି, ମାତ୍ର କିଛି ନିର୍ଦ୍ଧିଷ୍ଟ ପରିସ୍ଥିତିରେ ଏମାନେ ବହୁଳ ସଂଖ୍ୟାରେ ପରିଣତ ହୋଇଯାନ୍ତି ଏବଂ ନିଜ ବ୍ୟବହାର ଓ ଅଭ୍ୟାସ ପରିବର୍ତ୍ତନ କରିଦିଅନ୍ତି । ବୈଜ୍ଞାନିକ ବର୍ଗୀକରଣ ଅନୁସାରେ ପଙ୍ଗପାଳ ଏବଂ ଝିଣ୍ଟିକାରେ କୌଣସି ଭେଦ ନଥାଏ, ଦଳଗତ ଭାବେ ସ୍ଥାନ ପରିବର୍ତ୍ତନ କରୁଥିବା ଝିଣ୍ଟିକାଗୋଷ୍ଠୀ ପଙ୍ଗପାଳ ଭାବେ ନାମିତ ।[୧]

ଆଧାର[ସମ୍ପାଦନା]

  1. "ପଙ୍ଗପାଳ ଏବଂ ଝିଣ୍ଟିକା ମଧ୍ୟରେ ତଫାତ".