ନ୍ୟାସନାଲ ମିଉଜିଅମ ଅଫ ଆନ୍ଥ୍ରୋପୋଲୋଜି
ନ୍ୟାସନାଲ ମିଉଜିଅମ ଅଫ ଆନ୍ଥ୍ରୋପୋଲୋଜି (ସ୍ପାନିସ: Museo Nacional de Antropología, MNA) ମେକ୍ସିକୋର ଏକ ଜାତୀୟ ସଂଗ୍ରହାଳୟ। ଏହା ମେକ୍ସିକୋର ସର୍ବାଧିକ ପରିଦର୍ଶିତ ସଂଗ୍ରହାଳୟ । ଏହା ମେକ୍ସିକୋ ସିଟିରେ ଥିବା ପାସିଓ ଡେ ଲା ରିଫର୍ମା ଓ ମହାତ୍ମା ଗାନ୍ଧୀ ଗଳି ମଝିରେ ଥିବା ଚାପୁଲଟେକ ପାର୍କରେ ଅବସ୍ଥିତ । ଏହି ସଂଗ୍ରହାଳୟରେ ମେକ୍ସିକୋର କଲମ୍ବିଆ-ପୂର୍ବ ସମୟର ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରତ୍ନତାତ୍ୱିକ ଏବଂ ନୃତତ୍ତ୍ୱଭିତ୍ତିକ କଳାକୃତି ଯଥା ଷ୍ଟୋନ ଟୋନ ଅଫ ଦି ସନ (କିମ୍ବା ଆଜଟେକ ପାଞ୍ଜି ପଥର) ଏବଂ୧୬ ଶତକର ଆଜଟେକ ଜୋଚିପିଲି ମୂର୍ତ୍ତି ରହିଛି ।
ସ୍ଥାପତ୍ୟ[ସମ୍ପାଦନା]
୧୯୬୪ ମସିହାରେ ଏହା ପେଡ୍ରୋ ରାମିରେଜ ଭାକୁଏଜ, ଜର୍ଜ କାମ୍ପୁଜାନୋ ଏବଂ ରାଫେଲ ମିଜାରେଜଙ୍କଦ୍ୱାରା ଅବସ୍ଥାପିତ ହୋଇଥିଲା । ଏହାର ଗ୍ୟାଲେରି ବାହାରେ ଏକ ବିଶାଳ ପ୍ରଦର୍ଶନୀ ହଲ ଅଗଣାଓ ପୋଖରୀ ଚାରିପଟେ ବେଢ଼ି ରହିଛି । ଅଗଣା ମଝିରେ କଙ୍କ୍ରିଟ ଛତାଟିଏ ଏକ ପତଳା ସ୍ତମ୍ଭ (ସ୍ପାନିଶ ଭାଷାରେ "ଏଲ ପାରାଗୁଆସ" ଅଥବା "el paraguas" ନାମରେ ଜଣା) ଉପରେ ରହିଛି । around which splashes an artificial cascade. The halls are ringed by gardens, many of which contain outdoor exhibits. The museum has 23 rooms for exhibits and covers an area of 79,700 square meters (almost 8 hectares) or 857,890 square feet (almost 20 acres).
ଦର୍ଶକ ଗ୍ୟାଲେରି[ସମ୍ପାଦନା]
Model of Templo Mayor (Tenochtitlan)
The Palenque's exhibit inside the Mayan Room
Statue of Aztec goddess Coatlicue
Aztec Macuilxochitl (Xochipilli), god of songs, dance and music
Seated Olmec Jaguar, San Lorenzo Tenochtitlán
Dintel No. 53, Yaxchilan
Model of Teotihuacan at the museum
ଅଧିକ ପଠନ[ସମ୍ପାଦନା]
- ଡୋରିସ ହେଡେନ
- ଫେଲିପ ଆର. ସୋଲିସ ଓଲଗୁଇନ