ନେହା ବାମ୍

ଉଇକିପିଡ଼ିଆ‌ରୁ
ନେହା ବାମ୍
ଜନ୍ମ
ନେହା ବାମ୍

ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୯୯ – ଏବେଯାଏଁ

ନେହା ବାମ୍ ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ହିନ୍ଦୀ ଓ ମରାଠୀ ଭାଷାର କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ସେ କୋହ୍ଲାପୁରଠାରେ ଜନ୍ମ ହୋଇଥିଲେ ଏବଂ ସେଠାରେ ତାଙ୍କର ପିଲାଦିନ କଟିଥିଲା । ସେ ଲିବେରରେସନ୍ ମନୋବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ କରିଛନ୍ତି । ସେ ମଞ୍ଚରେ ଅବିଶକର ଦଳ ସହିତ ଅଭିନୟ ଜୀବନ ଆରମ୍ଭ କରିଥିଲେ ଏବଂ ଜଣେ ମଡେଲ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ, ଔଷଧ ନିର୍ମାଣକାରୀ ସଂସ୍ଥା ପାଇଁ ପ୍ରିଣ୍ଟ୍ ବିଜ୍ଞାପନରୁ ଆରମ୍ଭ କରିଥିଲେ । କଲେଜରେ ଅନେକ ବର୍ଷ କାମ କରିବା ପରେ ତାଙ୍କୁ ଏକ କଥାଚିତ୍ରରେ ଏକ ଭୂମିକାରେ କାମ ମିଳିଥିଲା, ଫଳରେ ସେ ଚାକିରୀ ଛାଡ଼ି ଅଭିନୟ ଜଗତରେ କାମ ଆରମ୍ଭ କରିଥିଲେ ।[୧] ଦୂରଦର୍ଶନରେ ସେ ସାବଧାନ ଇଣ୍ଡିଆ, କୁମ୍‌କୁମ୍ ଭାଗ୍ୟ, ସୁକନ୍ୟା ହମାରୀ ବେଟିୟାଁ ଇତ୍ୟାଦିରେ ଅଭିନୟ କରିଥିଲେ । ସେ ଦି ଡାର୍ଟି ପିକ୍ଚର୍‌ସ୍, ଦି ଲିଫ୍ଟ ବୟ୍ ଆଦି କଥାଚିତ୍ରରେ କାମ କରିଛନ୍ତି ।[୨]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ରକ୍
  • ଦି ଡାର୍ଟି ପିକ୍ଚରସ୍
  • ୟା ରବ୍
  • ସାୱରିୟା
  • ରକ୍ତ
  • କୁଛ୍ ତୋ ଗଡ଼ବଡ଼ ହୈ
  • ଜୋ ବୋଲେ ସୋ ନିହାଲ୍
  • ତୁମ୍ ହୋ ନା
  • ଚାନ୍ଦ ବୁଝ୍ ଗୟା
  • ଅବ୍ ତକ୍ ଛପନ୍
  • ସନ୍ଧ୍ୟା
  • ଚମ୍ପିୟାନ୍
  • ରାଜ୍
  • ନାୟକ୍
  • କୁରୁକ୍ଷେତ୍ର
  • ହୁ ତୁ ତୁ
  • ବିନ୍ଦାସ୍ତ
  • ବିଶ୍ୱାସ
  • ଦି ଲିଫ୍ଟ ବୟ

ଅଭିନୀତ ଧାରାବାହିକ[ସମ୍ପାଦନା]

  • ଅଭଲମାୟା
  • ଜାନେ ଅଞ୍ଜାନେ[୩]
  • କୁମ୍‌କୁମ୍ - ଏକ୍ ପ୍ୟାରା ସା ବନ୍ଧନ୍
  • ଅବାଗାଛି ସଂସାର
  • କସମ୍ ସେ
  • ପେହଚାନ୍
  • ସୁକ୍ୟା ହମାରି ବେଟିୟାଁ
  • କ୍ୟା ହୁଆ ତେରା ୱାଦା
  • ଭାରତ୍ କା ବୀର୍ ପୁତ୍ର - ମହାରାଣା ପ୍ରତାପ
  • ଅନୁଦାମିନୀ
  • କୁମ୍‌କୁମ୍ ଭାଗ୍ୟ
  • କୈସି ହୈ ୟାରିୟାଁ
  • ଇସ୍କ ମେଁ ମର୍‌ଜାୱାଁ
  • ଲାଲ୍ ଇଶ୍କ

ଆଧାର[ସମ୍ପାଦନା]

  1. "Actress Neha Bam". Archived from the original on 7 Aug 2018.
  2. "'I am lucky to find variety, while playing character roles"- Neha Bam | Magz Mumbai". www.magzmumbai.com. Retrieved 2023-07-01.
  3. "Watch out for more on the father-son rift". Retrieved 2001-10-07.

ବାହାର ଲିଙ୍କ୍[ସମ୍ପାଦନା]