ନେପାଳର ରାଷ୍ଟ୍ରଧ୍ୱଜ

ଉଇକିପିଡ଼ିଆ ରୁ
Jump to navigation Jump to search

ନେପାଳ
Flag of Nepal.svg
Use National flag National flag
Adopted ୧୬ ଡିସେମ୍ବର, ୧୯୬୨
Pre-1962 Flag of Nepal (with spacing, aspect ratio 4-3).svg
Variant flag of ନେପାଳ
Use ୧୯୬୨ ପୂର୍ବର ପତକା। Vexillological description

ନେପାଳର ରାଷ୍ଟ୍ରଧ୍ୱଜ (ନେପାଳୀ: नेपालको झण्डा ) ପୃଥିବୀର ଏକମାତ୍ର ତ୍ରିକୋଣୀୟ ଜାତୀୟ ପତକା। ଏହି ପତକାଟି ଦୁଇଟି ତ୍ରିକୋଣକୁ ତଳେ ଓ ଉପରେ ଯୋଗ କରି ବନାଯାଇଛି। ପତକାର ଉପର ତ୍ରିଭୁଜରେ ଅର୍ଦ୍ଧ ଚନ୍ଦ୍ର ଅଂକିତ ହୋଇଛି ଓ ତଳ ତ୍ରିଭୁଜରେ ସୂର୍ଯ୍ୟ ଅଂକିତ ହୋଇଛି। ପତକାର ରେଖା ନୀଳ ରଙ୍ଗ ଅଂକିତ ଓ ଏହା ଶାନ୍ତିର ପ୍ରତୀକ ଭାବେ ଦର୍ଶାଯାଇଛି। ପତକାର ରଙ୍ଗ ନାଲି ଓ ଏହା ବିଜୟର ପ୍ରତୀକ ଭାବେ ଦର୍ଶାଯାଇଛି।[୧]

୧୬ ଡିସେମ୍ବାର, ୧୯୬୨ ମସିହାରେ ନେପାଳରେ ନୁଆ ସରକାର ହେଲା ପରେ ଏହି ପତକାକୁ ରାଷ୍ଟ୍ରଧ୍ୱଜ ଭାବେ ଘୋଷଣା କରାଯାଇଥିଲେ।

ଅନୁମାନିକ ଅନୁପାତ[ସମ୍ପାଦନା]

ଜ୍ୟାମିତି ଅନୁଯାୟୀ:

≈ 1:1.21901033… (OEISA230582).[୨] This ratio is the least root of the quartic equation:[୩]

ଆଧାର[ସମ୍ପାଦନା]

  1. http://nepalflag.facts.co/nepalflagof/nepalflag.php
  2. "Calculation of the aspect ratio of the national flag of Nepal (Berechnung des Seitenverhältnisses der Nationalfahne von Nepal)". 2012-06-08. Retrieved 2016-08-11.
  3. "Sloane's A230582 : Decimal expansion of the ratio of height to width of the bounding rectangle of the national flag of Nepal, as defined in Schedule 1 of Article 5 of its Constitution". The On-Line Encyclopedia of Integer Sequences. OEIS Foundation.