Jump to content

ନେପାଫେନାକ

ଉଇକିପିଡ଼ିଆ‌ରୁ
ନେପାଫେନାକ
Clinical data
Trade namesNevanac, Ilevro, Amnac, others
AHFS/Drugs.commonograph
MedlinePlusa606007
data
Pregnancy
category
    Routes of
    administration
    Eye drops
    Legal status
    Legal status
    Identifiers
    • 2-amino-3-benzoylbenzeneacetamide
    ECHA InfoCard100.207.414 Edit this at Wikidata
    Chemical and physical data
    FormulaC15H14N2O2
    Molar mass୨୫୪.୨୯ g·mol−1
    3D model (JSmol)
    • O=C(c1cccc(c1N)CC(=O)N)c2ccccc2
    • InChI=1S/C15H14N2O2/c16-13(18)9-11-7-4-8-12(14(11)17)15(19)10-5-2-1-3-6-10/h1-8H,9,17H2,(H2,16,18) checkY
    • Key:QEFAQIPZVLVERP-UHFFFAOYSA-N checkY
      (verify)

    ନେପାଫେନାକ (ଇଂରାଜୀ ଭାଷାରେ Nepafenac), ଅନ୍ୟମାନଙ୍କ ମଧ୍ୟରେ ନେଭାନାକ୍ ଏକ ବିକ୍ରୟ ନାମ, ହେଉଛି, ଏକ ନନଷ୍ଟେରଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID) ଯାହା ମୋତିଆବିନ୍ଦୁ ଅସ୍ତ୍ରୋପଚାର ସହିତ ଜଡିତ ଯନ୍ତ୍ରଣା ଏବଂ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିର ଉତ୍ତେଜନା ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କେରାଟାଇଟିସ ଏବଂ ହାଇଫେମା ହୋଇପାରେ ।[] ଏହା କ‌କ୍ସ-୧ ଓ କ‌କ୍ସ-୨ (COX-1 ଏବଂ COX-2)କୁ ପ୍ରତିରୋଧ କରିବା ଫଳରେ ପ୍ରୋଷ୍ଟାଗ୍ଲାଡିନ୍ ହ୍ରାସ ହୁଏ ।[] []

    ୨୦୦୫ ମସିହାରେ ଆମେରିକାରେ ଏବଂ ୨୦୦୭ରେ ୟୁରୋପରେ ଚିକିତ୍ସା ପାଇଁ ନେପାଫେନାକ ଅନୁମୋଦିତ ହୋଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ଏକ ବୋତଲର ମୂଲ୍ୟ ୧୫ ପାଉଣ୍ଡ ଥିଲା।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୯୦ ଡଲାର ଥିଲା ।[]

    1. 1 2 "Nepafenac ophthalmic Use During Pregnancy". Drugs.com. 6 June 2019. Archived from the original on 25 January 2021. Retrieved 13 September 2020.
    2. 1 2 3 4 5 "Nevanac". Archived from the original on 7 July 2020. Retrieved 12 November 2021.
    3. 1 2 3 "Nepafenac Monograph for Professionals". Drugs.com (in ଇଂରାଜୀ). Archived from the original on 22 April 2016. Retrieved 12 November 2021.
    4. BNF 81: March-September 2021. BMJ Group and the Pharmaceutical Press. 2021. p. 1206. ISBN 978-0857114105.
    5. "Nevanac Prices, Coupons & Savings Tips - GoodRx". GoodRx. Archived from the original on 27 May 2020. Retrieved 12 November 2021.