ନେତାଜୀ ଇଣ୍ଡୋର ଷ୍ଟାଡିୟମ
ଦେଖଣା
ଏହି ପ୍ରସଙ୍ଗଟିକୁ ଠିକ ଭାବେ ଯାଞ୍ଚ କରିବା ପାଇଁ ଅଧିକ ଆଧାର ଆବଶ୍ୟକ। (July 2016) |
ନେତାଜୀ ଇଣ୍ଡୋର ଷ୍ଟାଡିୟମ | |
| Full name | Netaji Subhash Chandra Bose Indoor Stadium |
|---|---|
| Location | Kolkata, West Bengal, India |
| Owner | Governor of West Bengal |
| Operator | Governor of West Bengal |
| Capacity | 12,000[୧] |
| Field size | 60m radius |
| Construction | |
| Broke ground | 1950 |
| Built | 1975 |
| Opened | 1975 |
| Renovated | 2004 |
| Tenants | |
| Sunfeast Open (2013-present) Bengal Warriors (2014-present) | |
ନେତାଜୀ ଇଣ୍ଡୋର ଷ୍ଟାଡିୟମ, ଭାରତୀୟ ରାଜ୍ୟ ପଶ୍ଚିମ ବଙ୍ଗର କଲିକତା ସହରର ଏକ ଇନ ଡୋର ଖେଳ ପ୍ରାନ୍ତର ।ଏଠାରେ 12,000 ଲୋକ ବସିପାରନ୍ତି । ଏହା ଏଡେନ ଗାର୍ଡେନ ସନ୍ନିକଟରେ ରହିଛି । ଏଠାରେ ଟେନିସ , କବାଡି , ଇତ୍ୟାଦି ଖେଳ ହେଇଥାଏ । ଏହି ଷ୍ଟାଡିୟମରେ ଖେଳ ବ୍ଯତୀତ ଅନନ୍ୟ କରଜ୍ୟକରମଗୁଡ଼ିକ ହେଇଥାଏ । ସଂସୃତିକ ଉତଶବ , ସଭା ସମିତି ମାନ ମଧ୍ୟ ଏଠାରେ ହେଇଥାଏ । ଜାତୀୟ ଓ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଏଠାରେ ହୁଏ । ନିର୍ବାଚନ ସମୟରେ ଏଠାରେ ଭୋଟ ଗଣନା କାମ ହେଇଥାଏ ।
ଏହି ଷ୍ଟାଡିୟମ 1975 ମସିହାରେ ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ଶିଦ୍ଧାର୍ଥ ଶଙ୍କର ରାୟଙ୍କଦ୍ୱାରା ଉଦ୍ଘାଟିତ ହେଇଥିଲା । .
ପୁନଶ୍ଚ ଦେଖଣା
[ସମ୍ପାଦନା]- List of tennis stadiums by capacity
ଆଧାର
[ସମ୍ପାଦନା]| This article about a tennis venue is a stub. You can help Wikipedia by expanding it. |