ନେଡୋକ୍ରୋମିଲ

ଉଇକିପିଡ଼ିଆ‌ରୁ
ନେଡୋକ୍ରୋମିଲ
Structural formula of nedocromil
Space-filling model of the nedocromil molecule
Clinical data
Trade namesAlocril, Tilade, Rapitil, others
AHFS/Drugs.commonograph
MedlinePlusa601243
Routes of
administration
Inhalation, eye drops
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
Pharmacokinetic data
Protein binding89%
MetabolismNot metabolized
Elimination half-life~3.3 hours
ExcretionExcreted unchanged
Identifiers
  • 9-ethyl-4,6-dioxo-10-propyl-6,9-dihydro-4H-pyrano[3,2-g]quinoline-2,8-dicarboxylic acid
ECHA InfoCard100.233.208 Edit this at Wikidata
Chemical and physical data
FormulaC19H17NO7
Molar mass୩୭୧.୩୫ g·mol−1
3D model (JSmol)
  • O=C\1c3c(N(/C(C(=O)O)=C/1)CC)c(c2O/C(=C\C(=O)c2c3)C(=O)O)CCC
  • InChI=1S/C19H17NO7/c1-3-5-9-16-10(13(21)7-12(18(23)24)20(16)4-2)6-11-14(22)8-15(19(25)26)27-17(9)11/h6-8H,3-5H2,1-2H3,(H,23,24)(H,25,26) checkY
  • Key:RQTOOFIXOKYGAN-UHFFFAOYSA-N checkY
  (verify)

ନେଡୋକ୍ରୋମିଲ (ଇଂରାଜୀ ଭାଷାରେ Nedocromil), ଅନ୍ୟମାନଙ୍କ ମଧ୍ୟରେ ଆଲୋସିଲ୍ ବ୍ରାଣ୍ଡ ବେପାର ନାମ, ହେଉଛି ଏକ ଔଷଧ ଯାହା ଆଲର୍ଜିକ କଞ୍ଜକ୍ଟିଭାଇଟିସ୍ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ ।[୨]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଆଖି ଜ୍ୱାଳା ଏବଂ ନାକ ଭରି ରହିପାରେ ।[୧] ଗର୍ଭାବସ୍ଥାରେ ବ୍ୟବହାର ସହିତ କ୍ଷତିର କୌଣସି ପ୍ରମାଣ ମିଳିନାହିଁ ।[୩] ଏହା ଏକ ମାଷ୍ଟ୍ ସେଲ୍ ଷ୍ଟାବିଲାଇଜର୍, ଯାହା ହିଷ୍ଟାମାଇନ୍ ଉନ୍ମୋଚନ ହ୍ରାସ କରେ ।[୨]

୧୯୯୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ନେଡୋକ୍ରୋମିଲ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଷ୍ଟ୍ରରେ ୫ ମିଲି ବିଶିଷ୍ଟ ଏକ ଭାଏଲର ମୂଲ୍ୟ ପ୍ରାୟ ୨୩୦ ଡଲାର ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Nedocromil (EENT) Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 12 November 2021.
  2. ୨.୦ ୨.୧ "ALOCRIL (nedocromil sodium) solution/ drops". DailyMed. U.S. National Institutes of Health. Archived from the original on 20 May 2014. Retrieved 17 May 2013. {{cite web}}: Unknown parameter |coauthors= ignored (|author= suggested) (help)
  3. "Nedocromil ophthalmic (Alocril) Use During Pregnancy". Drugs.com (in ଇଂରାଜୀ). Archived from the original on 28 November 2020. Retrieved 12 November 2021.
  4. "Nedocromil Prices, Coupons & Savings Tips - GoodRx". GoodRx. Retrieved 12 November 2021.