ନିସା ଗୋଦ୍ରେଜ

ଉଇକିପିଡ଼ିଆ‌ରୁ
ନିସା ଆଦି ଗୋଦ୍ରେଜ
ଜନ୍ମ
ନିସା ଗୋଦ୍ରେଜ

୧୯୭୮
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନକ୍ୟାଥେଡ୍ରାଲ ଏବଂ ଜନ କନନ ସ୍କୁଲ
ଦି ହାର୍ଟଟନ ସ୍କୁଲ
ହାର୍ଭାର୍ଡ ବ୍ୟବସାୟ ବିଦ୍ୟାଳୟ
ବୃତ୍ତି(ସମୂହ)ଚେୟାରମ୍ୟାନ, ଗୋଡ୍ରେଜ ଗ୍ରାହକ ଉତ୍ପାଦ
ସନ୍ତାନ
ପିତାମାତା(s)ଆଦି ବୁର୍ଜୋରଜୀ ଗୋଦ୍ରେଜ (ପିତା)
ପରମେଶ୍ୱର ଗୋଦ୍ରେଜ (ମାତା)
ସମ୍ପର୍କୀୟତନୟା ଅରବିନ୍ଦ ଦୁବାଶ (ଭଉଣୀ)
ପିରୋଜଶା ଆଦି ଗୋଦ୍ରେଜ (ଭାଇ)

ନିସା ଆଦି ଗୋଦ୍ରେଜ (ଜନ୍ମ: ୧୯୭୮) ଜଣେ ଭାରତୀୟ ବ୍ୟବସାୟୀ, ବର୍ତ୍ତମାନ ଗୋଦ୍ରେଜ ଉପଭୋକ୍ତା ଉତ୍ପାଦ (GCPL)ର ଚେୟାରମ୍ୟାନ ତଥା ବୋର୍ଡ ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି ।[୧][୨][୩][୪]

ପ୍ରାରମ୍ଭ ଜୀବନ[ସମ୍ପାଦନା]

ନିସା ଆଦି ଗୋଦ୍ରେଜ ଏବଂ ପରମେଶ୍ୱର ଗୋଦ୍ରେଜଙ୍କ ସାନ ଝିଅ ଅଟନ୍ତି । ତାଙ୍କ ଭାଇ ଓ ଭଉଣୀଙ୍କ ନାମ; ପିରୋଜଶା ଆଦି ଗୋଦ୍ରେଜ ଏବଂ ତନୟା ଅରବିନ୍ଦ ଦୁବାଶ । ତାଙ୍କ ପିତା ଆଦି ବୁର୍ଜୋରଜୀ ଗୋଦ୍ରେଜ; ଗୋଦ୍ରେଜ ଗ୍ରୁପର ଚେୟାରମ୍ୟାନ ଅଟନ୍ତି ।

ସେ କ୍ୟାଥେଡ୍ରାଲ ଏବଂ ଜନ କନନ ସ୍କୁଲରୁ ନିଜର ପାଠପଢା ସମାପ୍ତ କରିଥିଲେ । ପରେ ସେ ଦି ହାର୍ଟଟନ ସ୍କୁଲ, ପେନସିଲଭାନିଆ ୟୁନିଭରସିଟିରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ଏବଂ ହାର୍ଭାର୍ଡ ବ୍ୟବସାୟ ବିଦ୍ୟାଳୟରୁ ଏମବିଏ କରିଥିଲେ ।[୫][୬]

ବୃତ୍ତି[ସମ୍ପାଦନା]

ନିସା ଗୋଦ୍ରେଜ ଇଣ୍ଡଷ୍ଟ୍ରିଜ ଏବଂ ଏହାର ସହଯୋଗୀ କମ୍ପାନୀଗୁଡିକ ପାଇଁ ନବସୃଜନ, ରଣନୀତି ଏବଂ ଏଚଆର ଭାବେ ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟ କରିଛନ୍ତି ।[୭] ସେ ୨୦୦୮ ମସିହାରେ ଗୋଦ୍ରେଜ ଆଗ୍ରୋଭେଟ ବୋର୍ଡରେ ନିଯୁକ୍ତ ହୋଇଥିଲେ ଏବଂ ମେ ୨୦୧୭ ମସିହାରେ ଗୋଦ୍ରେଜ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ (ଜିସିପିଏଲ୍)ର କାର୍ଯ୍ୟନିର୍ବାହୀ ଚେୟାରମ୍ୟାନ ହୋଇଥିଲେ ।[୮] [୯]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ନିସା ତାଙ୍କ ସ୍ୱାମୀ କଲପେଶ ମେହେଟ୍ଟା ଏବଂ ପୁଅ ଜୋରାନଙ୍କ ସହ ମୁମ୍ବାଇରେ ରୁହନ୍ତି ।

ଆଧାର[ସମ୍ପାଦନା]

  1. "The heir takes over" (in ଇଂରାଜୀ). Retrieved 27 September 2018.
  2. PTI (9 May 2017). "Adi Godrej announces succession at Godrej Consumer Products". livemint.com/. Retrieved 9 May 2017.
  3. "List of Public Companies Worldwide, Letter - Businessweek - Businessweek". www.bloomberg.com. Retrieved 29 April 2016.
  4. "Nisaba Godrej is keeping Godrej Consumer Products in tune with the times". www.businesstoday.in. Retrieved 29 April 2016.
  5. "The Godrej girls | Latest News & Updates at Daily News & Analysis". dna (in ଆମେରିକୀୟ ଇଂରାଜୀ). 24 March 2010. Retrieved 29 April 2016.
  6. "Forbes India Magazine - How Adi Godrej's Daughter Nisa is Calling the Shots". forbesindia.com. Archived from the original on 24 May 2016. Retrieved 29 April 2016.
  7. "Godrej group locks its future, crafts succession plan - The Economic Times". The Economic Times. Retrieved 18 November 2016.
  8. "Nisaba 'Nisa' Godrej takes over as GCPL chairperson - Times of India". The Times of India. Retrieved 4 April 2019.
  9. "Godrej - Consumer Products". www.godrejcp.com. Archived from the original on 29 March 2019. Retrieved 4 April 2019.