ନିରୋଦ ଚୌଧୁରୀ
| କ୍ରିକେଟ ତଥ୍ୟ | ||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ବ୍ୟାଟିଂ ପ୍ରକାର | Right-hand bat | |||||||||||||||||||||||||||||||||||||||
| ବୋଲିଂ ପ୍ରକାର | Right arm off-break, Right-arm medium pace | |||||||||||||||||||||||||||||||||||||||
| ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||
| National side | ||||||||||||||||||||||||||||||||||||||||
| Career statistics | ||||||||||||||||||||||||||||||||||||||||
| ||||||||||||||||||||||||||||||||||||||||
Source: CricketArchive | ||||||||||||||||||||||||||||||||||||||||
ନିରୋଦ ରଞ୍ଜନ ଚୌଧୁରୀ
pronunciation (help·info) (ଜନ୍ମ 23 ମେ 1923 ଜମଶେଦପୁର-ପରଲୋକ 14 ଦେସେମ୍ବର 1979 , ଦୁର୍ଗାପୁର ) ଜଣେ ପୁରାତନ ଭାରତୀୟ କ୍ରିକେଟର ।
ସେ ଜଣେ ଉଦୀୟମାନ ଦ୍ରୁତଗତି ବୋଲର ଥିଲେ ।ତାଙ୍କର ପ୍ରଥମ 3ଟି ମେଚରେ ସେ 11,9ଓ 10 ୱିକେଟ ନେଇଥିଲେ। 1944-45 ମସିହାରେ ସେ କଲିକତାର ଏଡେନ ଗାର୍ଡେନରେ ବେଙ୍ଗଲ ଗଭର୍ଣ୍ଣର XI ବିରୁଦ୍ଧ ମେଚରେ ହାଟ୍ରିକ ନେଇଥିଲେ । ସେହି 3 ୱିକେଟ ଭିନୂ ମନକଦ , ମୁସ୍ତକ ଅଲି ଓ ଲାଲା ଅମରନାଥଙ୍କ ଥିଲା । ସେ ତାଙ୍କର ପ୍ରଥମ ଶ୍ରେଣୀ କ୍ରିକେଟ ବିହାର ତରଫରୁ ଖେଳିଥିଲେ ଓ ପରେ ବେଙ୍ଗଲକୁ ଯାଇ ସେଠାରେ ବହୁ ଦିନ ଖେଳି ପୁଣି ବିହାରକୁ ଫେରିଥିଲେ ।
ୱେଷ୍ଟ ଇଣ୍ଡିଜ ସହ ସେ ତାଙ୍କର ପ୍ରଥମ ମାଦ୍ରାସଠାରେ ଟେଷ୍ଟ ଖେଳିଲେ । ସେଥିରେ ସେ ଗୋଟିଏ ୱିକେଟ ନେବା ସହ ଏକ ରଣ ଆଉଟ ମଧ୍ୟ କରିଥିଲେ। 1951 ମସିହାରେ ସେ ଇଂଲଣ୍ଡର ଅଲ୍ଫ ଗ୍ରୋଭର କ୍ରିକେଟ ଏକାଡେମିରେ କିଛି ଦିନ ତାଲିମ ନେଇଥିଲେ । ପରେ ସେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଖେଳିଥିଲେ ମଧ୍ୟ ସଫଳତା ପାଇ ନ ଥିଲେ । ପୁଣି 1952 ଇଂଲଣ୍ଡ ଦୌରାରେ ଟୀମ ସହ ଯାଇଥିଲେ ମଧ୍ୟ ମେଚ ଖେଳିନଥିଲେ ।
ତନଳର ଅନ୍ତର୍ଜାତିକ ବୋଲିଂ ହାର 205 ଥିଲା ଯାହା କି ସବୁଠାରୁ ମହଙ୍ଗା ବୋଲିଂ । .[୧]
ଆଧାର
[ସମ୍ପାଦନା]ବାହାର ଲିଙ୍କ
[ସମ୍ପାଦନା]- Cricinfo Profile Archived 2006-11-06 at the Wayback Machine.
- Cricketarchive Profile