ନାଫାଜୋଲିନ

ଉଇକିପିଡ଼ିଆ‌ରୁ
ନାଫାଜୋଲିନ
Clinical data
Trade namesNaphcon-a, Clear Eyes Red Relief, Visine A, others
AHFS/Drugs.commonograph
Routes of
administration
Nasal spray, eye drops
Legal status
Legal status
  • otc
Identifiers
  • 2-(naphthalen-1-ylmethyl)-4,5-dihydro-1H-imidazole
ECHA InfoCard100.011.492 Edit this at Wikidata
Chemical and physical data
FormulaC14H14N2
Molar mass210.274
3D model (JSmol)
  • N\1=C(\NCC/1)Cc2cccc3c2cccc3
  • InChI=1S/C14H14N2/c1-2-7-13-11(4-1)5-3-6-12(13)10-14-15-8-9-16-14/h1-7H,8-10H2,(H,15,16) checkY
  • Key:CNIIGCLFLJGOGP-UHFFFAOYSA-N checkY
  (verify)

ନାଫାଜୋଲିନ ହେଉଛି ଏକ ଔଷଧ ଯାହା ସାମାନ୍ୟ ବିରକ୍ତ ହେତୁ ବନ୍ଦ ନାକ କିମ୍ବା ଲାଲ ଆଖିର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଏକ ନାକ ସ୍ପ୍ରେ ବା ଆଖି ବୁନ୍ଦା ଆକାରରେ ଉପଲବ୍ଧ ହୁଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଝାପ୍‌ସା ଦୃଷ୍ଟି ଓ ଫୋଡ଼ି ହେବା ଭଳି ଅନୁଭବ ହୁଏ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବାରମ୍ବାର ବନ୍ଦ ନାକ ହେବା, ମୁଣ୍ଡ ବିନ୍ଧା, ଦୃତ ହୃଦ୍‌ଗତି ଓ ଧୈର୍ଯ୍ୟହୀନ ହୁଏ । ଗର୍ଭାବସ୍ଥାରେ ଏହାର ନିରାପତ୍ତା ବିଷୟ ଅସ୍ପଷ୍ଟ ଅଛି । ଏହା ଆଲଫା ଆଡ୍ରେନର୍ଜିକ ରିସେପ୍ଟରକୁ ସକ୍ରିୟ କରିବାଦ୍ୱାରା କ୍ଷୁଦ୍ର ରକ୍ତନଳୀମାନ ସରୁ ହୋଇଯାଇ କାର୍ଯ୍ୟକ୍ଷମ ହୁଅନ୍ତି ।

୧୯୩୪ ମସିହାରେ ନାଫାଜୋଲିନ ପେଟେଣ୍ଟ ହୋଇଥିଲା ଏବଂ ୧୯୪୨ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ଆରମ୍ଭ ହୋଇଥିଲା ।[୨] ଏହା ଏକ ଜେନେରିକ୍ ଔଷଧ ଏବଂ କାଉଣ୍ଟର ଉପରେ ଉପଲବ୍ଧ ।[୧] ଯୁକ୍ତରାଷ୍ଟ୍ରରେ ୧୫ ମିଲି ଲିଟର ଔଷଧର ମୂଲ୍ୟ ପ୍ରାୟ ୧୪ ଡଲାର ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Naphazoline Monograph for Professionals". Drugs.com (in ଇଂରାଜୀ). Archived from the original on 23 January 2021. Retrieved 11 November 2021.
  2. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 552. ISBN 9783527607495. Archived from the original on 2016-12-29. Retrieved 2020-10-19.
  3. "Naphazoline ophthalmic Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 11 November 2021.