ନମିତା ଦୁବେ
ଦେଖଣା
ନମିତା ଦୁବେ | |
|---|---|
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତ୍ରୀ |
| ପ୍ରସିଦ୍ଧି | ବଡ଼େ ଭୈୟା କି ଦୁଲହନିଆ ବେପନ୍ନାଃ |
ନମିତା ଦୁବେ ଜଣେ ଭାରତୀୟ ଅଭିନେତ୍ରୀ ଯିଏକି ସୋନି ଟିଭିରେ ପ୍ରସାରିତ ଧାରାବାହିକ ବଡ଼େ ଭୈୟା କି ଦୁଲହନିଆ ଏବଂ କଲର୍ସ ଟିଭିରେ ପ୍ରସାରିତ ବେପାନ୍ନାଃରେ ପୂଜା ହୁଡା ଭୂମିକାରେ ଅଭିନୟ ପାଇଁ ଜଣାଶୁଣା ।[୧]
ଅଭିନୟ ଜୀବନ
[ସମ୍ପାଦନା]ଅଭିନୀତ ଧାରାବାହିକ
[ସମ୍ପାଦନା]| ବର୍ଷ | ଧାରାବାହିକ | ଭୂମିକା | ଆଧାର |
|---|---|---|---|
| ୨୦୧୪ | ୟେ ହୈ ଆଶିକୀ | ରାଧିକା | |
| ୨୦୧୫ | ୟେ ହୈ ଆଶିକୀ ସିୟପ୍ପା ଇଶ୍କ କା | ସିମରନ୍ | |
| ୨୦୧୬ | ୟେ ହୈ ଆଶିକୀ | ପମ୍ମି | |
| ବଡ଼େ ଭୈୟା କି ଦୁଲହନିଆ | ମୀରା ରାଇଜାଦା | [୨] | |
| ୨୦୧୮ | ବେପାନ୍ନାଃ | ପୂଜା ଆଦିତ୍ୟ ହୁଡା | |
| ଜିନ୍ଦେଗୀ କେ କ୍ରସ୍ରୋଡ଼ସ୍ |
କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ | ଆଧାର |
|---|---|---|---|---|
| ୨୦୧୪ | ମେଁ ତେରା ହିରୋ | ଅତିଥି କଳାକାର | ||
| ୨୦୧୬ | ଲିପ୍ଷ୍ଟିକ୍ ଅଣ୍ଡର୍ ବୁର୍ଖା | ନମ୍ରତା | ||
| ୨୦୨୧ | ରଶ୍ମି ରକେଟ୍ | ପ୍ରିୟଙ୍କା |
ୱେବ୍ ସିରିଜ୍
[ସମ୍ପାଦନା]| ବର୍ଷ | ସିରିଜ୍ | ଭୂମିକା | ଆଧାର |
|---|---|---|---|
| ୨୦୨୦ | ଜେବ୍ରା କ୍ୟାଣ୍ଡି | ତାଇଶ୍ | [୩] |
| ୨୦୨୧ | ଟିଭିଏଫ୍ ଆସ୍ପିରାଣ୍ଟସ୍ | ଧୈର୍ଯ୍ୟା | |
| ୨୦୨୨ | ସିଷ୍ଟରସ୍ | ଅନ୍ତରା |
ଆଧାର
[ସମ୍ପାଦନା]- ↑ "I used to come to La Martinere as a student & now I'm here as a heroine: Namita Dubey". The Times of India.
- ↑ "Bade Bhaiyya Ki Dulhaniya to go off-air". The Times of India.
- ↑ "Zebra Candy | Ft. Pranay Pachauri and Namita Dubey | The Zoom Studios". Times Now. Archived from the original on 2021-02-03.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ନମିତା ଦୁବେ