ନଫିସା ଜାହାଁ ଆଞ୍ଚଲ

ଉଇକିପିଡ଼ିଆ‌ରୁ
ଆଞ୍ଚଲ
ଜନ୍ମ
ହସନା ହେନା ଆଖୀ

(1992-08-26) ୨୬ ଅଗଷ୍ଟ ୧୯୯୨ (ବୟସ ୩୧)
ଖୁଲ୍‌ନା, ବାଂଲାଦେଶ
ଜାତୀୟତା ବଙ୍ଗଳାଦେଶୀ
ବୃତ୍ତିବାଂଲାଦେଶୀ ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୧–ଏବେଯାଏଁ

ହସନା ହେନା ଆଖୀ ଆଞ୍ଚଲ ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଯିଏକି ତାଙ୍କ ଷ୍ଟେଜ ନାମ ଆଞ୍ଚଲ (ବଙ୍ଗଳା: আচঁল) ଭାବରେ ଜଣାଶୁଣା । ସେ ମୁଖ୍ୟତଃ ବଙ୍ଗଳଦେଶୀ କଥାଚିତ୍ର ଜଗତ ଧଲିଉଡ଼ରେ ଅଭିନୟ କରନ୍ତି । ସେ ୨୦୧୧ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ଭୁଲ୍ ଜରିଆରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୧୩ ମସିହାରେ ତାଙ୍କ ଅଭିନୀତ ରୋମାଣ୍ଟିକ୍ ଫିଲ୍ମ ଜୋତିଲ୍ ପ୍ରେମ ତାଙ୍କୁ ଅଭିନୟ ଜଗତରେ ସଫଳତା ଆଣିଦେଇଥିଲା ।[୧][୨][୩][୪]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ କଥାଚିତ୍ର ଭୂମିକା ନିର୍ଦ୍ଦେଶକ ମନ୍ତବ୍ୟ
୨୦୧୧ ଭୁଲ୍ ଲକ୍ଷ୍ମୀ ରାଜୁ ଅହମ୍ମଦ ପ୍ରଥମ କଥାଚିତ୍ର
ବୈଲେ ରୋଡ୍ ଆଞ୍ଚଲ ମସୁଦ କଏନାତ
୨୦୧୨ ଭାଲୋବାଶର ରଙ୍ଗଧାନୁ
୨୦୧୩ ଜୋତିଲ ପ୍ରେମ ରୁମ୍‌କି ଶାହିନ୍- ସୁମନ୍ ୧୭ ମଇ ୨୦୧୩ରେ ମୁକ୍ତିଲାଭ କରିଥିଲା [୫]
ପ୍ରେମ ପ୍ରେମ ପାଗଳାମୀ ସିମି ଶାଫି ଉଦ୍ଦିନ ଶାଫି ୨୧ ଜୁନ୍ ୨୦୧୩ରେ ମୁକ୍ତିଲାଭ କରିଥିଲା [୬]
କି ପ୍ରେମ ଦେଖାଇଲା ନୀଲା ଶାହା ମହମ୍ମଦ ସଂଗ୍ରାମ ୧୫ ଅକ୍ଟୋବର ୨୦୧୩ରେ ମୁକ୍ତିଲାଭ କରିଥିଲା [୭]
୨୦୧୪ ଫାଣ୍ଡ: ଦ ଟ୍ରାପ୍ ନୋଭା ଶାଫି ଉଦ୍ଦିନ ଶାଫି ୩୦ ମଇ ୨୦୧୪ରେ ମୁକ୍ତିଲାଭ କରିଥିଲା [୮][୯]
କିସ୍ତିମାତ୍ ପିୟା ଆଶିକୁର ରହମାନ
ଶୋପ୍ନୋ ଯେ ତୁଇ ଜେରୀ ମୋନିରୁଲ ଇସଲାମ ସୋହେଲ
ପ୍ରେମ ମନେଇ କଷ୍ଟ -
୨୦୧୫ ଅଜବ ପ୍ରେମ ୱାଜେଦ୍ ଅଲ୍ଲୀ ସୁମନ [୧୦]
ବୋଝେନା ସେ ବୋଝେନା ମୋଣ୍ଟାଜୁର ରହମାନ ଆକବର [୧୧]
ହ୍ରିଦୟ ଦୋଲନ ପ୍ରେମ ଅବୁଲ କଲାମ ଆଜାଦ [୧୨]
ଗୁଣ୍ଡା: ଦ ଟେରରିଷ୍ଟ ତ୍ରିଶ୍ନା ଇସ୍ପାହାନି ଆରିଫ୍ ଜାହାଁ [୧୩]
ଏପାର୍ ଓପର୍ ପଦ୍ମା ଦିଲ୍‌ବର ଜାହାଁ ଝଣ୍ଟୁ [୧୧]
୨୦୧୬ ଆରାଲ ଶାହିଦ୍ ଚୌଧୁରୀ [୧୪]
ମେଣ୍ଟାଲ ଆଖୋଲ / ମେହେରୁବା ସିଦ୍ଦିକି | ଶାମିମ ଅହମ୍ମଦ ରୋନି [୧୧]
୨୦୧୭ ସୁଲତାନା ବିବିଆନା ହିମେଲ ଆଶ୍ରଫ [୧୫]
୨୦୧୯ ଦାଗ୍ ହ୍ରିଦୋୟେ ନାବିଲା | ତାରେକ ଶିକଦେର୍ [୧୬]
୨୦୨୨ ମାଫିଆ: ପାର୍ଟ ୦୧ ତୌହିଦ୍ ହୁସେନ୍ ଚୌଧୁରୀ
ରାଗି ମିଜାନୁର ରହମାନ ମିଜାନ୍

ୱେବ୍ ସିରିଜ୍[ସମ୍ପାଦନା]

ବର୍ଷ ସିରିଜ୍ ବର୍ଣ୍ଣ ନିର୍ଦ୍ଦେଶକ ମନ୍ତବ୍ୟ
୨୦୧୮ ଇନ୍ଦୁବାଳା ଅନୋନ୍ନ ମାମୁନ
୨୦୨୦ ଧୋକା ଅନୋନ୍ନ ମାମୁନ
ଜର୍ଣ୍ଣି ଅନୋନ୍ନ ମାମୁନ

ଆଧାର[ସମ୍ପାଦନା]

  1. Manjur, Al Mahmud (13 January 2016). "Achol leaves Dhallywood". Dhaka Tribune. Retrieved 16 February 2016.
  2. আঁচল [Achol]. Priyo. Archived from the original on 30 June 2013. Retrieved 27 April 2013.
  3. ট্রেন দুর্ঘটনা থেকে রক্ষা পেলেন বাপ্পি-আঁচল [Bappi-Achol escaped from the train accident]. Manob Kantha (in Bengali). Archived from the original on 11 June 2013. Retrieved 18 March 2013.
  4. অবশেষে ফিরলেন আঁচল [Finally returns Achol] (in Bengali). binodon69.com. Archived from the original on 29 September 2013. Retrieved 27 April 2013.
  5. Chaity, Afrose Jahan (16 May 2013). "Jotil Prem hits cinemas". Dhaka Tribune. Retrieved 27 April 2013.
  6. "Bappi-Anchol's Love Story". The New Nation. 16 January 2013. Archived from the original on 29 February 2016 – via HighBeam Research.
  7. Moushumi, Khan Nahida (26 October 2013). "Ki Prem Dekhaila". The Daily Star. Archived from the original on 22 February 2016. Retrieved 14 February 2016.
  8. Chaity, Afrose Jahan (8 April 2014). "Shakib Khan rescues national property in The Trap". Dhaka Tribune. Retrieved 16 February 2016.
  9. "Anchol's Phand-The Trap on discussion". The New Nation. 4 June 2014. Archived from the original on 24 February 2016. Retrieved 16 February 2016.
  10. বাপ্পি-আঁচলের আজব প্রেম [Bappy-Achol Ajob Prem]. NTV (in Bengali). 28 January 2015.
  11. ୧୧.୦ ୧୧.୧ ୧୧.୨ এখনই বিয়ে নিয়ে ভাবছি না : আঁচল [I'm not thinking about marriage right now: Achol]. Jago News 24 (in Bengali). 15 June 2020.
  12. Babu, Mazhar (2 April 2015). কেমন চলছে ‘হৃদয় দোলানো প্রেম’ [How is 'Hridoy Dolano Prem' going?] (in Bengali). NTV.
  13. "Bappi-Anchol's movie Gunda – The Terrorist". The New Nation. 9 April 2015. Archived from the original on 24 February 2016. Retrieved 16 February 2016.
  14. "Achol-starrer 'Aral' awaiting censor board approval". The Independent. Dhaka. 3 February 2016. Retrieved 16 February 2016.
  15. "Sultana Bibiana". The Daily Star. 8 April 2017.
  16. "Two local, one Hollywood films to hit local cinemas today". New Age. 8 February 2019.

ବାହାର ଆଧାର[ସମ୍ପାଦନା]