ନଡିଆ ପାଚେଡ଼ି
ଦେଖଣା
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ନଡ଼ିଆ ପାଚେଡି ନଡ଼ିଆରେ ତିଆରି ହେଉଥିବା ଓଡ଼ିଆ ଖାଦ୍ୟ । ଭୋଜିଭାତ, ବିବାହ ଆଦିତରେ ଏହା ପ୍ରାୟତଃ ତିଆରି ହୁଏ । ନଡ଼ିଆକୁ କୋରି, ଅଦା ଦେଇ ଦରବଟା କରିବାକୁ ହୁଏ । ବିରିଡାଲି, ଶୋରିଷ ମଞ୍ଜି, ଭୃଷଙ୍ଗ ପତ୍ର ଦେଇ ଛୁଙ୍କ ତିଆରି କରି ଦରବଟା ନଡ଼ିଆରେ ମିଶାଇ ନଡ଼ିଆ ପାଚେଡି ତିଆରି କରାଯାଏ ।[୧]
ଆଧାର
[ସମ୍ପାଦନା]- ↑ ଦେବୀ, ପ୍ରସନ୍ନ କୁମାରୀ (2008). ଓଡ଼ିଶୀ ରନ୍ଧନ କଳା. କଟକ: ଅଗ୍ରଦୂତ.