ନଜିର ଅଲି

ଉଇକିପିଡ଼ିଆ‌ରୁ
ବ୍ୟକ୍ତିଗତ ତଥ୍ୟ
ନାମSyed Nazir Ali
ବ୍ୟାଟିଂ ପ୍ରକାରRight-hand bat (RHB)
ବୋଲିଂ ପ୍ରକାରRight-arm fast medium
ସମ୍ପର୍କୀୟWazir Ali (brother)
Khalid Ali (nephew)
ଅନ୍ତର୍ଜାତୀୟ ତଥ୍ୟ
National side
ପ୍ରଥମ ଟେଷ୍ଟ (cap 8)25 June 1932 v England
ଶେଷ ଟେଷ୍ଟ10 February 1934 v England
Career statistics
ପ୍ରତିଯୋଗିତା Tests First-class
ମ୍ୟାଚ ସଂଖ୍ୟା 2 75
ମୋଟ ରନ 30 3,440
ବ୍ୟାଟିଂ ହାର 7.50 30.17
ଶତକ/ଅର୍ଦ୍ଧଶତକ 0/0 7/15
ସର୍ବାଧିକ ରନ 13 197
ବଲ ସଂଖ୍ୟା 138 8,360
ଉଇକେଟ 4 158
ବୋଲିଂ ହାର 20.75 25.49
ଇନିଙ୍ଗସରେ ୫ଟି ଉଇକେଟ - 6
ମ୍ୟାଚରେ ୧୦ଟି ଉଇକେଟ - 0
ସବୁଠୁ ଭଲ ବୋଲିଂ 4/83 7/93
କ୍ୟାଚ/ଷ୍ଟମ୍ପିଙ୍ଗ 0 48
Source: [୧]

ଶୟଦ ନଜିର ଅଲି  ଶବଦ ବିଷୟରେ pronunciation (8 ଜୁନ , 1906-18 ଫେବୃଆରୀ 1975 ) ଜଣେ ପୁରାତନ ଭାରତୀୟ କ୍ରିକେଟ ଖେଳାଳି । 

The 1932 Indian Test Cricket team that toured England. Nazir Ali is seen sitting fifth on the bench starting with his brother, Syed Wazir Ali C. K. Nayudu, the Maharaja of Porbandar (Captain), K. S. Limbdi (Vice-captain).

ନଜିର ଅଲଲି ଜଣେ ଆକ୍ରାମକ ବେଟସ ମେନ ଓ ମଧ୍ୟ ଗତି ବୋଲର । ସେ ଜଣେ ଉତ୍ତମ କ୍ଷେତ୍ରରକ୍ଷ୍ଯକ ମଧ୍ୟ ଥିଲେ । 

1926/27 ମସିହାରେ MCC ଦଳର ଭାରତ ଗସ୍ତ ସେ MCC ଅଧିନାଯକଙ୍କୁ ପ୍ରଭାବିତ କରିଥିଲେ । ପଟିଆଲାର ମହାରାଜା ତାଙ୍କୁ ଇଂଲଣ୍ଡ ବିଦ୍ୟୁତ ଇଂଜିନିଯରିଂ ପଢେଇବା ପାଇଁ ପଠେଇଥିଲେ । ସେ ସେଠାରେ ଶସେକ୍ସ ଦଳ ପାଇଁ ଖେଳିଥିଲେ ଓ ସେଠାରୁ ଫେରିବା ପରେ ଭାରତରେ ଖେଳିଥିଲେ । 

 .

ଭାରତ ଖେଳିଥିବା ସର୍ବପ୍ରଥମ ଟେଷ୍ଟରେ ନଜିର ଅଲି ଖେଳିଥିଲେ ଓ 13 ଏବଂ 6 ରନ କରିଥିଲେ । ସେ ସମୁଦାୟ ଟୁର ମେଚରେ 1020 ରନ ସହ 23ଟି ୱିକେଟ ନେଇଥିଲେ । ୟର୍କ ଶାଇର ବିରୁଦ୍ଧରେ ଭରତ ଥରେ 66 ରନରେ ଅଲ ଔତ ହେଇଥିଲା ଓ ନଜିର ସେଥିରେ 52 ରନ କରିଥିଲେ । ସେଥିରେ ସେ 5ଟି ଚଉକା ଓ 3ଟି ଛକା ମାରିଥିଲେ । 

ମାଦ୍ରାସ ସହରରେ ନଜିର ଇଂଲଣ୍ଡ ସହ ଅନନ୍ୟ ଏକ ଟେଷ୍ଟ ଖେଳିଥିଲେ । ପରେ ସେ ପାକିସ୍ଥାନରେ ବସବାସ କରି ସେଠାରେ ପ୍ରଶାସନ କାର୍ଯ୍ୟରେ ରହିଲେ । 

ଆଧାର [ସମ୍ପାଦନା]

  • ^^ Christopher Martin-Jenkins, The Complete Who's Who of Test Cricketers

ବାହାର ଲିଙ୍କ [ସମ୍ପାଦନା]