ଧୂମାଭ ଦିଗନ୍ତ

ଉଇକିପିଡ଼ିଆ‌ରୁ
(ଧୂମ୍ରାଭ ଦିଗନ୍ତରୁ ଲେଉଟି ଆସିଛି)

ଏହା ମନୋଜ ଦାସଙ୍କ ରଚିତ[୧] ଏକ ଗଳ୍ପ ସଂକଳନ ଅଟେ ।[୨] ଏହାର ପ୍ରଥମ ପ୍ରକାଶନ ୧୯୭୭ରେ ହୋଇଥିଲା ।[୩] ପ୍ରଥମେ ଏହାର ନାମ "ଧୂମ୍ରାଭ ଦିଗନ୍ତ" ରଖାଯାଇଥିଲା କିନ୍ତୁ ପରେ ଲେଖକଙ୍କ ଉପଦେଶ କ୍ରମେ ଏହାକୁ "ଧୂମାଭ ଦିଗନ୍ତ" କରିଦିଆଗଲା ।

ସଂକଳିତ ଗଳ୍ପ[ସମ୍ପାଦନା]

ଏଥିରେ ସଂକଳିତ ଗଳ୍ପ ଗୁଡ଼ିକ ହେଲା:

  1. ଧୂମାଭ ଦିଗନ୍ତ
  2. ଭାଇ
  3. ଶୁଖିଲା ପତ୍ର
  4. ଦାନ୍ତ
  5. ଜହ୍ନରାତିରେ ସେତୁ
  6. ସର୍ବଭୂତେଷୁ
  7. ଲୋହିତ ଗୋଧୂଳି
  8. ପ୍ରାପ୍ତବୟସ୍କର ପଞ୍ଚତନ୍ତ୍ର: ବ୍ୟାଘ୍ର ଓ କଙ୍କଣଲୋଭୀ ପଥଚାରୀ
  9. ପ୍ରାପ୍ତବୟସ୍କର ପଞ୍ଚତନ୍ତ୍ର: ମୂର୍ଖ ଭୃତ୍ୟ ଉପାଖ୍ୟାନ
  10. ପ୍ରାପ୍ତବୟସ୍କର ପଞ୍ଚତନ୍ତ୍ର: ଆକାଶ କଇଁଛ

ଟୀକା[ସମ୍ପାଦନା]

  1. http://www.ncert.nic.in/html/pdf/announcement/lectureseries/Memorial%20Lecture/SriAurobindoLecture.pdf
  2. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 278–. ISBN 978-81-260-0873-5.
  3. http://sahitya-akademi.gov.in/sahitya-akademi/library/meettheauthor/manoj_das.pdf

ଆଧାର[ସମ୍ପାଦନା]

  • ମନୋଜ ସୃଜନୀ ସମଗ୍ର-ତୃତୀୟ ଖଣ୍ଡ. ଗ୍ରନ୍ଥମନ୍ଦିର. 2010.

ବାହାର ଲିଙ୍କ[ସମ୍ପାଦନା]