ଧରମବୀର ସିଂ
ଧରମବୀର ସିଂ ଜଣେ ଭାରତୀୟ ଦୌଡାଳୀ ଅଟନ୍ତି । ସେ ବାଙ୍ଗାଲୋରର "ଇଣ୍ଡିଆନ ଗ୍ରାଣ୍ଡ ପିକ୍ସ"ରେ 200 ମିଟର ଦୌଡ଼ରେ ଭାରତ ପାଇଁ ଏକ ନୂତନ ରାଷ୍ଟ୍ରୀୟ ରେକର୍ଡ ଜିତିଥିଲେ ।[୧] ସେ 200 ମିଟର ଦୌଡ଼ରେ 36 ବର୍ଷ ବୟସରେ କ୍ୱାଲିଫାଏ କରିଥିବା ଭାରତୀୟ ଆଥେଲେଟିକ୍ସ ହୋଇଥିଲେ |[୨]
ମିଲଖା ସିଂଙ୍କ ରେକର୍ଡ ଭାଙ୍ଗିଥିବା ଏବଂ ଓଲିଓମ୍ପିକରେ 200 ମିଟର ଦୌଡ଼ରେ ଜିତିଥିବା ଧରମବୀର 2 ଅଗଷ୍ଟରେ ହୋଇଥିବା ଟପ ଟେଷ୍ଟରେ ଫେଲ ହୋଇଥିଲେ । ସେ ପେହେଲବାନ ନରସିଂହ ଯାଦବ ଏବଂ ଇନ୍ଦ୍ରଜିତ ସିଂଙ୍କ ପରେ ଫେଲ ହୋଇଥିବା ତୃତୀୟ ଭାରତୀୟ ଖେଳାଳୀ ଅଟନ୍ତି । ସେ ରାଷ୍ଟ୍ରୀୟ ଡ଼ମ୍ପିଙ୍ଗ ନିରେଧକ ଏଜେନ୍ସିଦ୍ୱାରା ନିଆଯାଇଥିବା ଡ୍ରପ ଟେଷ୍ଟରୁ ଅସଫଳ ହୋଇଯାଇଥିଲେ ।[୩]ଏହି କାରଣରୁ ଧରମବୀର ରିଓ ପାଇଁ ଉଡାଣ ଭରି ପାରିଲେ ନାହିଁ । ଏ ପର୍ଯ୍ୟନ୍ତ ଅଧିକାରୀକ ରୂପେ ଭାରତୀୟ ଆଥେଲେଟିକ୍ସ ମହାସଙ୍ଗଙ୍କୁ ଏହି ସମ୍ବନ୍ଧରେ ସୂଚିତ କରାଯାଇନାହିଁ । କିନ୍ତୁ ସେ ଏହାକୁ ଡ୍ରପିଂ ବୋଲି ମାନୁଛନ୍ତି । ଯଦି ସେ ଦ୍ୱିତୀୟ ଥର ପାଇଁ ଡ୍ରପିଂ ହେଲେ ତେବେ ତାଙ୍କୁ ସବୁଦିନ ପାଇଁ ବ୍ୟାନ କରାଯିବ ।[୪]
ଆଧାର
[ସମ୍ପାଦନା]- ↑ "Usain Bolt to me will be just another competitor at Rio 2016 Olympics, says Dharambir Singh". Indian Express. 22 July 2016. Retrieved 19 August 2016.
- ↑ "Dharambir Singh Profile: Men's 200m". Indian Express. Retrieved 2 August 2016.
- ↑ Brahma, Biswajyoti (3 August 2016). "Dharambir Singh, under dope cloud, misses flight to Rio". Times of India. Retrieved 19 August 2016.
- ↑ Ramesh, Akshay (3 August 2016). "Rio-bound sprinter Dharambir Singh fails dope test, faces life ban". India Today. Retrieved 19 August 2016.